Word Book
About Treatment
ଚିକିତ୍ସା Treatment
ଚିକିତ୍ସକ Physician
ଡାକ୍ତରୀ ଚିକିତ୍ସା Allopathy
ହୋମିଓପାଥି Homeopathy
କବିରାଜ ଚିକିତ୍ସା Ayurvedic
ଜଳ ଚିକିତ୍ସା Hydropathy
ପ୍ରାକୃତିକ ଚିକିତ୍ସା Nature Treatment
ଅସ୍ତ୍ର ଚିକିତ୍ସକ Surgeon
ଔଷଧ ପ୍ରସ୍ତୁତକାରକ Compunder
ଦନ୍ତ ଚିକିତ୍ସକ Dentist
ଔଷଧାଳୟ Medicine Store
ରୋଗୀ Patient
ସେବିକା Nurse
ତାପମାନ ଯନ୍ତ୍ର Thormomatere
ଡାକ୍ତର Doctor
ଚେରମୂଳ Herb
ତୁଟୁକା ଔଷଧ Nostrum
ଦାଗ Mark
ଔଷଧ Medicine
ପଯ୍ଟି Bandage
ବଟିକା Pills
ତରଳ ପ୍ରଲେପ Liniment
ମିଶ୍ରିତ ଔଷଧ Mixture
ମାତ୍ରା Dose
ମଲମ Ointment
ଇଞ୍ଜେକ୍‌ସନ୍‌ Injection
ଟୋପା / ବୁନ୍ଦା Drop
ଅମ୍ଳନାଶକ Antacid
ମାଲିସ Massage
ଅସ୍ତ୍ରୋପଚାର Operation
ପ୍ରସବ Delivery
ଅଣୁବିକ୍ଷଣ ଯନ୍ତ୍ର Microscope
ରୋଗ ନିଦାନତତ୍ତ୍ବ Pathology
ହୃତ୍‌ପିଣ୍ଡ Cardiology
ସ୍ନାୟୁ ବିଭାଗ Neurology
ରଞ୍ଜନରଶ୍ମି X-Ray
ଶଲ୍ୟ ଚିକିତ୍ସା Surgery
ରେଡିୟମ ଚିକିତ୍ସା Raddiology
ମନସ୍ତତ୍ତ୍ବ Psychology
ଅସ୍ଥି ଚିକିତ୍ସା Orthopedics
ଚର୍ମ ସମ୍ବନ୍ଧୀୟ Dematology
ଶିଶୁ ଚିକିତ୍ସା Paedology
ଡାକ୍ତରଖାନା ବାହାରେ ରହି ଚିକିତ୍ସିତ ହେବା Outdoor
ବଧିରା ସମ୍ପର୍କିତ Anaesthesia
ଆରୋଗ୍ୟ ଗୃହ Nursinghome
ବ୍ୟକ୍ତିଗତ ପରାମର୍ଶ Clinic
No records match your search criteria.