Word Book
Parts of Body
Body ଶରୀର
Head ମୁଣ୍ଡ
Eye ଆଖି
Nose ନାକ/ନାଶା
Ear କାନ/କର୍ଣ୍ଣ
Mouth ପାଟି
Tongue ଜିଭ
Lip ଓଠ
Tooth ଦାନ୍ତ
Eyebrow ଆଖିପତା
Neck ବେକ
Chest ଛାତି
Check ଗାଲ
Breast ସ୍ତନ
Belly ପେଟ
Waist ଅଣ୍ଟା
Foot ପାଦ
Knee ଆଣ୍ଠୁ
Heel ଗୋଇଠି
Sole ତଳିପା
Thiegh ଜଙ୍ଘ
Finger ଆଙ୍ଗୁଠି
Palm ଚକି
Thumb ହାତ ବୁଢ଼ା ଆଙ୍ଗୁଠି
Toe ଗୋଡ଼ ବୁଢ଼ା ଆଙ୍ଗୁଠି
Shoulder କାନ୍ଧ
Hair ବାଳ
Naval ନାଭି
Brain ମସ୍ତିଷ୍କ
Elbow କହୁଣୀ
hand ହାତ
Fore-head କପାଳ
Tear ଲୁହ
Lap କୋଳ
Skull ଖପୁରି
Moustache ନିଶ
Beard ଦାଢ଼ି
Throat ତଣ୍ଟି
Chin ଚିବୁକ
Tonsil ଘଣ୍ଟିକା
Palate ତାଳୁ
Fore-finger ବିଶି ଆଙ୍ଗୁଠି
Ring finger ଅନାମିକା ଆଙ୍ଗୁଠି
Little finger କନିଷ୍ଠାଙ୍ଗୁଳି
Middle finger ମଧ୍ୟମାଙ୍ଗୁଳି
Wrist ମଣିବନ୍ଧ
Arm ବାହୁ
Stomache ପାକସ୍ଥଳୀ
Back ପିଠି
Gum ଦାନ୍ତମାଢ଼ି
Abdomen ତଳିପେଟ
Lungs ଫୁସ୍‌ଫୁସ୍‌
Heart ହୃତ୍‌ପିଣ୍ଡ
Skin ଚର୍ମ
Nerves ସ୍ନାୟୁ
Pulse ନାଡ଼ି
Rib ପିଞ୍ଜରା
Muscle ମାଂସପେଶୀ
Liver ଯକୃତ୍‌
Bone ହାଡ଼
Blood ରକ୍ତ
Flesh ମାଂସ
Fur ଲୋମ
Back bone ମେରୁଦଣ୍ଡ
Sweat ଝାଳ
Liver କଲିଜା
Vain ଶିରା
Kidney ବୃକ୍‌କ, ମୂତ୍ରଗ୍ରନ୍ଥୀ
Anus ମଳଦ୍ବାର
Uterus ଜରାୟୁ
Stool ମଳ
Bile ପିତ୍ତ
Claw ପଞ୍ଝା
Grey hair ପାଚିଲା ବାଳ
Fang ଦାନ୍ତମୂଳ
Wart ଭାତୁଡ଼ି
Corns ବିଣ୍ଡି
Face ମୁହଁ
Spittle ଛେପ
Phlegm କଫ
Tumour ଆବୁ
Lain କଟିଦେଶ
Intestine ଅନ୍ତ
Eyeball ଆଖିଡୋଳା ବା ପୁଅ
Eyelashes ଆଖିବାଳ
Nail ନଖ
Joint ଖଞ୍ଜା
Spinal Cord ସୁଷୁମ୍ନାକାଣ୍ଡ
Fixed Joint ସ୍ଥିର ଖଞ୍ଜା
Vertebra ମେରୁହାଡ଼/ପୃଷ୍ଠାସ୍ଥି
Knee Joint ଆଣ୍ଠୁଗଣ୍ଠି
Frontal Bone ଲାଲାଟ ଅସ୍ଥି
Ankle Joint ବଳାଗଣ୍ଠି
Shoulder Joint କାନ୍ଧଗଣ୍ଠି
Skeleton କଙ୍କାଳ
Lower Lip ତଳ ଓଠ
Upper Lip ଉପର ଓଠ
Ear Wax କାନ ଗଇ
Fist ମୁଠା
Right hand ଡାହାଣ ହାତ
Left hand ବାମ ହାତ
Braided hair ବେଣୀ
Collar Bone କାନ୍ଧ ହାଡ଼
Saliva ଲାଳ
Armpit କାଖ
Naple ବେକସଣ୍ଢା
Double tooth ବାହାଡ଼ା ଦାନ୍ତ
No records match your search criteria.