topic talk
Language Section

9

ଖୁସି ତୁମ ମନ ଓ ଚେତନା ଉପରେ ନିର୍ଭର କରିଥାଏ, ତୁମ ପାଖରେ କଣ ଅଛି ବା ନାହିଁ ତା ଉପରେ ନୁହେଁ।

heart


10

ଥରେ ସାହସ କରି ଦେଖ, ଏ ଦୁନିଆ ତୁମକୁ ମୁଣ୍ଡ ଉପରେ ବସାଇବ।

cool


11

ଏକୁଟିଆ ଚାଲିବା ଶିଖ, ଦେଖିବ ତୁମ ପଛରେ ଦିନେ ଭିଡ଼ ଜମା ହେବ।

angel


12

ଭଗବାନ ମୂର୍ତ୍ତିରେ ନାହାନ୍ତି, ତୁମର ଭାବନ ହିଁ ତୁମର ଭଗବାନ ଏବଂ ଆତ୍ମା ତୁମର ମନ୍ଦିର।

yes


13

କାହା କଥାରେ ଭୁଲ୍‌ କିମ୍ବା ଠିକ୍‌ ହୋଇ ଯାଏ ନାହିଁ। ସର୍ବଦା ସେହି କାମ କର, ଯାହା ଠିକ୍‌ ଏବଂ ସତ୍ୟ ଉପରେ ଆଧାରିତ।

surprise


14

ପ୍ରତ୍ୟେକ ଖରାପ ମୁହୂର୍ତ୍ତ ଯନ୍ତ୍ରଣା ଦିଏ, ପ୍ରତ୍ୟେକ ଯନ୍ତ୍ରଣା ଶିକ୍ଷା ଦେଇଯାଏ। ପ୍ରତ୍ୟେକ ଶିକ୍ଷା ଜଣେ ବ୍ୟକ୍ତିକୁ ପରିବର୍ତ୍ତନ କରିଥାଏ।

cool