Airports ବମାନ ବନ୍ଦର

 
Location Airport ICAO IATA Operator Category Role
Angul Savitri Jindal Airport VEAL Jindal Steel and Power Private Private
Balangir Tusura Airstrip VETS Government of Odisha Public Flying School
Barbil Barbil Tonto Airstrip VEBL Jindal Steel and Power Public Private
Dhamra Dhamra Airstrip Dhamra Port Company Public Private
Bargarh Satibhata Airstrip VEPP Government of Odisha Public Non-operational
Baripada Rasgovindpur Airstrip Indian Air Force Military Closed
Bhawanipatna Utkela Airport VEUK UKE Airports Authority of India Domestic Commercial
Bhubaneswar Biju Patnaik International Airport VEBS BBI Airports Authority of India International Commercial
Brahmapur Rangeilunda Airport VEBM QBM Airports Authority of India Domestic Non-operational
Cuttack Charbatia Air Base VE62 Aviation Research Centre Military Military
Dhenkanal Birasal Airstrip Government of Odisha Public Flying School
Jajpur Sukinda Airstrip Tata Steel Private Private
Jeypore Jeypore Airport VEJP PYB Airports Authority of India Domestic Commercial
Jharsuguda Jharsuguda Airport VEJH JRG Airports Authority of India Domestic Commercial
Kendujhar Raisuan Airstrip VEKJ Government of Odisha Public Non-operational
Lanjigarh Lanjigarh Airstrip Vedanta Resources Private Private
Malkangiri Malkangiri Airport Airports Authority of India Public Non-operational
Nuapada Nuapada Airstrip VENP Government of Odisha Public Non-operational
Phulbani Gudari Airstrip VEPN Government of Odisha Public Non-operational
Rairangpur Rairangpur Airstrip Government of Odisha Public Non-operational
Rayagada Gunupur Airstrip Government of Odisha Public Non-operational
Rayagada Therubali Airstrip Indian Metals and Ferro Alloys Private Private
Rourkela Rourkela Airport VERK RRK Airports Authority of India Domestic Commercial
Sambalpur Hirakud Airstrip VEHK Government of Odisha Public Non-operational
Proposed
Puri Puri International Airport Government of Odisha International Future

Ports ନୌବନ୍ଦର

Port name Location Type Category Status Authority
Paradip Port Paradip, Jagatsinghpur Major Seaport Operational Government of India
Dhamra Port Dhamra, Bhadrak Minor Seaport Operational Dhamra Port Company Limited
Gopalpur Port Gopalpur, Ganjam Minor Seaport Operational Gopalpur Port Limited
Subarnarekha Port Chaumukh, Balasore Minor Seaport Under Construction Subarnarekha Port Private Limited
Astaranga Port Astaranga, Puri Minor Seaport Under Construction  
Jatadhar Port Nuagan, Jagatsinghpur Minor Captive jetty Under Construction  
Mahanadi Port Akhadasali, Kendrapara Minor Riverine port Proposed  
Bahuda Port Sonapur, Ganjam Minor Seaport Proposed Paradip Port Authority/Government of India

Public Gardens ପାର୍କ

କ୍ର.ସଂ ନାମ ସହର / ଜିଲା
୦୧ ଇନ୍ଦିରା ଗାନ୍ଧୀ ପାର୍କ ଭୁବନେଶ୍ବର (ଖୋରଧା)
୦୨ ଇନ୍ଦିରା ଗାନ୍ଧୀ ପାର୍କ ରାଉରକେଲା (ସୁନ୍ଦରଗଡ଼)
୦୩ ଫରେଷ୍ଟ ପାର୍କ ଭୁବନେଶ୍ବର (ଖୋରଧା)
୦୪ ସାଇନ୍ସ ପାର୍କ ଭୁବନେଶ୍ବର (ଖୋରଧା)
୦୫ ଗୌରୀଶଙ୍କର ପାର୍କ କଟକ (କଟକ)
୦୬ ଗୋପବନ୍ଧୁ ପାର୍କ କଟକ (କଟକ)
୦୭ ବଟାନିକାଲ ପାର୍କ ଭୁବନେଶ୍ବର (ଖୋରଧା)
08 ଏକାମ୍ରକାନନ ଭୁବନେଶ୍ବର (ଖୋରଧା)
 ୦୯ ନିକୋ ପାର୍କ  ଭୁବନେଶ୍ବର (ଖୋରଧା)
 ୧୦ ବିଜୁ ପଟ୍ଟନାୟକ ପାର୍କ ଭୁବନେଶ୍ବର (ଖୋରଧା)

Stadium ଷ୍ଟାଡିୟମ

କ୍ର.ସଂ ନାମ ସହର ଜିଲା
୦୧ ବାରବାଟୀ ଷ୍ଟାଡିୟମ କଟକ କଟକ
୦୨ କଳିଙ୍ଗ ଷ୍ଟାଡିୟମ ଭୁବନେଶ୍ବର ଖୋରଧା
୦୩ ଜବାହରଲାଲ ଇଣ୍ଡୋର ଷ୍ଟାଡିୟମ କଟକ କଟକ
୦୪ ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ସମ୍ବଲପୁର ସମ୍ବଲପୁର
୦୫ ବ୍ରହ୍ମପୁର ଷ୍ଟାଡିୟମ ବ୍ରହ୍ମପୁର ବ୍ରହ୍ମପୁର
୦୬ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ରାଉରକେଲା ସୁନ୍ଦରଗଡ଼
୦୭ ଇଷ୍ଟକୋଷ୍ଟ ରେଲୱେ ଷ୍ଟାଡିୟମ କଟକ କଟକ
୦୮ ସତ୍ୟବ୍ରତ ଷ୍ଟାଡିୟମ କଟକ କଟକ
୦୯ ମାଲକାନଗିରି ଷ୍ଟାଡିୟମ ମାଲକାନଗିରି ମାଲକାନଗିରି
୧୦ କେନ୍ଦୁଝର ଷ୍ଟାଡିୟମ କେନ୍ଦୁଝର କେନ୍ଦୁଝର

National Parks & Wildlife Sanctuaries ଜାତୀୟ ଉଦ୍ୟାନ ଓ ବନ୍ୟପ୍ରାଣୀ ଅଭୟାରଣ୍ୟ

କ୍ର.ସଂ ନାମ ସଂରକ୍ଷଣ ଜିଲା
୦୧ ଶିମିଳିପାଳ ବ୍ୟାଘ୍ର, ହସ୍ତୀ ମୟୂରଭଞ୍ଜ
୦୨ ଭିତରକନିକା କୁ୍ମ୍ଭୀର କେନ୍ଦ୍ରାପଡ଼ା
୦୩ ନନ୍ଦନକାନନ ବ୍ୟାଘ୍ର ଓ ଅନ୍ୟାନ୍ୟ ଜନ୍ତୁ ଖୋରଧା
୦୪ ଚିଲିକା (ନଳବଣ)   ପୁରୀ
୦୫ ସାତକୋଶିଆ   ଅନୁଗୋଳ
୦୬ ଗହୀରମଥା   କେନ୍ଦ୍ରାପଡ଼ା
୦୭ ଚନ୍ଦକା ଡମପଡ଼ା   ଖୋରଧା/କଟକ
୦୮ ବାଲୁଖଣ୍ଡ- କୋଣାର୍କ   ପୁରୀ
୦୯ ଡେବ୍ରିଗଡ଼   ସମ୍ବଲପୁର
୧୦ ହଦଗଡ଼   କେନ୍ଦୁଝର
୧୧ ସୁନାବେଡ଼ା   କୋରାପୁଟ

Bigest, longest & highest ବୃହତ୍ତମ, ଦୀର୍ଘତମ ଓ ଉଚ୍ଚତମ

କ୍ର.ସଂ ସ୍ଥାନ ନାମ
୦୧ ବୃହତ୍ତମ ଓ ଦୀର୍ଘତମ ନଦୀ ମହାନଦୀ
୦୨ ବୃହତ୍ତମ ହ୍ରଦ ଚିଲିକା
୦୩ ବୃହତ୍ତମ ଗ୍ରାମ ଭୁବନ (ଢେଙ୍କାନାଳ)
୦୪ ବୃହତ୍ତମ ଜିଲ୍ଲା ମୟୂରଭଞ୍ଜ (ଆୟତନ)
୦୫ ବୃହତ୍ତମ ଜିଲ୍ଲା ଗଞ୍ଜାମ (ଲୋକସଂଖ୍ୟା)
୦୬ ବୃହତ୍ତମ ସହର କଟକ
୦୭ ବୃହତ୍ତମ ପଞ୍ଚାୟତ ସମିତି ବୋରିଗୁମ୍ମା
୦୮ ବୃହତ୍ତମ ମଠ ଏମାର ମଠ (ପୁରୀ)
୦୯ ବୃହତ୍ତମ ଦାଣ୍ଡ ବଡ଼ଦାଣ୍ଡ (ପୁରୀ)
୧୦ ବୃହତ୍ତମ ରୋଷଶାଳା ଜଗନ୍ନାଥ ମନ୍ଦିର, ପୁରୀ
୧୧ ବୃହତ୍ତମ ଷ୍ଟାଡ଼ିୟମ ବାରବାଟୀ ଷ୍ଟାଡ଼ିୟମ (କଟକ)
୧୧ ବୃହତ୍ତମ ମହାବିଦ୍ୟାଳୟ କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟ (ବେସରକାରୀ)
୧୨ ବୃହତ୍ତମ ମହାବିଦ୍ୟାଳୟ ରେଭେନ୍ସା ମହାବିଦ୍ୟାଳୟ (କଟକ)
୧୩ ବୃହତ୍ତମ ବିଦ୍ୟାଳୟ ରାଣୀହାଟ ଉଚ୍ଚ ବିଦ୍ୟାଳୟ (କଟକ)
୧୪ ବୃହତ୍ତମ ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟ (ଭୁବନେଶ୍ବର)
୧୫ ବୃହତ୍ତମ ପୁସ୍ତକ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
୧୬ ବୃହତ୍ତମ ମହାକାବ୍ୟ ସାରଳା ମହାଭାରତ
୧୭ ବୃହତ୍ତମ ପୁସ୍ତକାଳୟ ହରେକୃଷ୍ଣ ମହତାବ ଫାଉଣ୍ଡେସନ ଲାଇବ୍ରେରୀ (ଭୁବନେଶ୍ବର)
୧୮ ବୃହତ୍ତମ ସଂଗ୍ରହାଳୟ ଜୟଦେବ ରାଜ୍ୟ ସଂଗ୍ରହାଳୟ (ଭୁବନେଶ୍ବର)
୧୯ ବୃହତ୍ତମ ଶିଳ୍ପ କାରଖାନା ରାଉରକେଲା ଇସ୍ପାତ କାରଖାନା (ରାଉରକେଲା)
୨୦ ବୃହତ୍ତମ ବନ୍ଦର ପାରାଦ୍ବୀପ ବନ୍ଦର
୨୧ ବୃହତ୍ତମ ରେଳ ଜଙ୍କ୍‌ସନ ଖୋରଧା ଜଙ୍କ୍‌ସନ
୨୨ ବୃହତ୍ତମ ବିମାନ ବନ୍ଦର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର (ଭୁବନେଶ୍ବର)
୨୩ ବୃହତ୍ତମ ଛାପାଖାନା ସରକାରୀ ମୁଦ୍ରଣାଳୟ (କଟକ)
୨୪ ବୃହତ୍ତମ ଭେଷଜ ମହାବିଦ୍ୟାଳୟ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ (କଟକ)
୨୫ ବୃହତ୍ତମ ହୋମିଓପାଥି ଡାକ୍ତରଖାନା ଅଭିନ୍ନ ଚନ୍ଦୟ ମେଡ଼ିକାଲ କଲେଜ ଓ ହସ୍ପିଟାଲ (ଭୁବନେଶ୍ବର)
୨୬ ବୃହତ୍ତମ ସିନେମା ହଲ୍‌ ରାଜତରଙ୍ଗିଣୀ (କଟକ)
୨୭ ବୃହତ୍ତମ ଚିଡ଼ିଆଖାନା ନନ୍ଦନକାନନ ପ୍ରାଣୀ ଉଦ୍ୟାନ (ଭୁବନେଶ୍ବର)
୨୮ ବୃହତ୍ତମ ଦୁର୍ଗ ବାରବାଟୀ ଦୁର୍ଗ (କଟକ)
୨୯ ବୃହତ୍ତମ ପଡ଼ିଆ ବାଲିଯାତ୍ରା ପଡ଼ିଆ (କିଲ୍ଲା ପଡ଼ିଆ) (କଟକ)
୩୦ ବୃହତ୍ତମ ଗୋଦାମ ମାଲଗୋଦାମ (କଟକ)
୩୦ ବୃହତ୍ତମ ବସ୍‌ଷ୍ଟାଣ୍ଡ ବରମୁଣ୍ଡା ବସ୍‌ଷ୍ଟାଣ୍ଡ (ଭୁବନେଶ୍ବର)
୩୧ ବୃହତ୍ତମ ପାଚେରି ମେଘନାଦ ପାଚେରି (ପୁରୀ)
୩୨ ବୃହତ୍ତମ ହୋଟେଲ୍‌ ମେ ଫେୟାର ଲାଗୁନ୍‌ (ଭୁବେନେଶ୍ବର)
୩୩ ବୃହତ୍ତମ ଧାନ ଗବେଷଣା କେନ୍ଦ୍ର ସିଆରଆରଆଇ (କଟକ)
୩୪ ବୃହତ୍ତମ ମତ୍ସ୍ୟ ଗବେଷଣାଗାର କୌଶଲ୍ୟାଗଙ୍ଗ (ଭୁବନେଶ୍ବର)
୩୫ ବୃହତ୍ତମ ନଦୀବନ୍ଧ ହୀରାକୁଦ (ସମ୍ବଲପୁର)
୩୬ ଉଚ୍ଚତମ ପର୍ବତ ଦେଓମାଳି (କୋରାପୁଟ)
୩୭ ଉଚ୍ଚତମ ଜଳପ୍ରପାତ ବରେହିପାଣି
୩୮ ଉଚ୍ଚତମ କୋଠା ୱାର୍ଲଡ ଟ୍ରେଡ ସେଣ୍ଟର (ଭୁବନେଶ୍ବର)
୩୯ ଉଚ୍ଚତମ ମନ୍ଦିର ଲିଙ୍ଗରାଜ ମନ୍ଦିର (ଭୁବନେଶ୍ବର)
୪୦ ଶ୍ରେଷ୍ଠ କାରୁକାର୍ଯ୍ୟ ମନ୍ଦିର ସୂର୍ଯ୍ୟ ମନ୍ଦିର (କୋଣାର୍କ)
୪୧ ଦୀର୍ଘତମ ପୋଲ ଓ ରେଳ ପୋଲ ମହାନଦୀ (ଜଗତପୁର-କଟକ)
୪୨ ଦୀର୍ଘତମ କୋଠା ରାଜ୍ୟ ସଚିବାଳୟ (ଭୁବନେଶ୍ବର)
୪୩ ଦୀର୍ଘତମ ଗଣ୍ଡ ସାତକୋଶିଆ (ଟିକରପଡ଼ା)
୪୪ ଦୀର୍ଘତମ ସୁଡ଼ଙ୍ଗପଥ ମାଲିଗୁଡ଼ା (କୋରାପୁଟ)
୪୫ ଦୀର୍ଘତମ ଗୁମ୍ଫା ରାଣୀଗୁମ୍ଫା, ଉଦୟଗିରି (ଭୁବନେଶ୍ବର)
୪୬ ଦୀର୍ଘତମ ଓ ଉଚ୍ଚତମ ଘାଟି ସାଲୁରି ଘାଟି (କୋରାପୁଟ)
୪୭ ଦୀର୍ଘତମ ବିଦ୍ୟୁତ୍‌ ଲାଇନ୍‌ ବାଲିମେଳା-ତାଳଚେର
୪୮ ଦୀର୍ଘତମ ପ୍ଲାଟଫର୍ମ ଖୋରଧା ରୋଡ୍‌
୪୯ ଦୀର୍ଘତମ ସଡ଼କ ପଥ କଟକ-ଜୟପୁର
୫୦ ଦୀର୍ଘତମ ବେଳାଭୂମି ଚାନ୍ଦିପୁର, ବାଲେଶ୍ବର
୫୧ ବଡ଼ ଯାତ୍ରା ରଥଯାତ୍ରା (ପୁରୀ)
୫୨ ବଡ଼ଭୋଗ ଜଗନ୍ନାଥଙ୍କ ଭୋଗ (ଅବଢ଼ା), ପୁରୀ
୫୩ ବଡ଼ରାଜା ପୁରୀର ରାଜା
୫୪ ବଡ଼ ପୋଖରୀ ବିନ୍ଦୁସାଗର (ଭୁବନେଶ୍ବର)
୫୫ ବଡ଼ ଝରଣା ଅଟ୍ରି (ଖୋରଧା)
୫୬ ମନ୍ଦିରମାଳିନୀ ସହର ଭୁବନେଶ୍ବର
୫୭ ଦୀର୍ଘତମ ଫ୍ଲାଇ ଓଭରବ୍ରିଜ ରେମୁଣା, ବାଲଶ୍ବର
୫୮ ବୃହତ୍ତମ ରେଡିଓ ଷ୍ଟେସନ ଆକାଶବାଣୀ, କଟକ
୫୯ ବୃହତ୍ତମ ଫିଲ୍ମ ଷ୍ଟୁଡିଓ କଳିଙ୍ଗ ଷ୍ଟୁଡିଓ, ଭୁବନେଶ୍ବର
୬୦ ବୃହତ୍ତମ ଦୈନିକ ହାଟ କ୍ୟାପିଟାଲ ଡେଲି ମାର୍କେଟ (ଭୁବନେଶ୍ବର)
୬୧ ବୃହତ୍ତମ ବଜାର ଚୌଧୁରୀ ବଜାର (କଟକ)
୬୨ ବୃହତ୍ତମ ୱାଟର ପାର୍କ କୁରାଙ୍ଗ ଶାସନ (କଟକ)
୬୩ ଶ୍ରେଷ୍ଠ ଭୋଗ ମହାପ୍ରସାଦ (ପୁରୀ)
୬୪ ଶ୍ରେଷ୍ଠ ରାଜା ଗଜପତି ମହାରାଜା (ପୁରୀ)
୬୫ ବୃହତ୍ତମ ଗ୍ରାମ ପଞ୍ଚାୟତ ବୋରିଗୁମ୍ମା
୬୬ ପ୍ରସିଦ୍ଧ ଯାତ୍ରା ଦୁର୍ଗାପୂଜା / ବାଲିଯାତ୍ରା (କଟକ)
୬୭ ଦୀର୍ଘତମ ହାଟ କଣ୍ଟିଲୋ
୬୮ ବୃହତ୍ତମ ଆଲୁମିନିୟମ କାରଖାନା ନାଲକୋ, ଅନୁଗୋଳ
୬୯ ବୃହତ୍ତମ ରଥ ତାଳଧ୍ବଜ (ପୁରୀ)
୭୦ ବୃହତ୍ତମ ଯୁଦ୍ଧ କଳିଙ୍ଗ ଯୁଦ୍ଧ
୭୧ ଦୀର୍ଘତମ ମନ୍ଦିର ଜଗନ୍ନାଥ ମନ୍ଦିର (ପୁରୀ)
୭୨ ବୃହତ୍ତମ ପାର୍କ ଏକାମ୍ର କାନନ (ଭୁବନେଶ୍ବର)
୭୩ ବୃହତ୍ତମ ବତିଘର ବାଲେଶ୍ବର
୭୪ ବୃହତ୍ତମ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ପାଇକମାଳ (ଢେଙ୍କାନାଳ)
୭୫ ବୃହତ୍ତମ ଖଣି ତାଳଚେର କୋଇଲା ଖଣି

First odia ପ୍ରଥମ ଓଡ଼ିଆ

କ୍ର.ସଂ ପ୍ରଥମ ନାମ
୦୧ ଓଡ଼ିଆ ସମ୍ରାଟ ଐର ମହାମେଘବାହନ ଖାରବେଳ
୦୨ ରାଜ୍ୟପାଳ ଡକ୍ଟର ହରେକୃଷ୍ଣ ମହତାବ
  ମୁଖ୍ୟମନ୍ତ୍ରୀ (ସ୍ବାଧୀନତା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା) କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
  ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ
  ମନ୍ତ୍ରୀ ଉତ୍କଳ ଗୌରବ ମଧୁସୂଦନ ଦାସ
  ମନ୍ତ୍ରି ପଦ ତ୍ୟାଗ କରିଥିବା ବ୍ୟକ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ
  ବିଏ, ଏମଏ ଉପାଧି, ଓକିଲ, ବିଲାତ ଯାତ୍ରା, ବ୍ୟବସ୍ଥାପକ ଉତ୍କଳ ଗୌରବ ମଧୁସୂଦନ ଦାସ
  ଓଡ଼ିଆ ବାବୁ ମଧୁବାବୁ (ଉତ୍କଳ ଗୌରବ ମଧୁସୂଦନ ଦାସ)
  ପ୍ରଥମ ଓଡ଼ିଆ କ୍ୟାବିନେଟ ମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ
  ପ୍ରଥମ ଓଡ଼ିଆ ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ
  ପ୍ରଥମ ଓଡ଼ିଆ ଗ୍ରାଜୁଏଟ ଡାକ୍ତର  ଡକ୍ଟର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
  ପ୍ରଥମ ଓଡ଼ିଶା ବିଧାନସଭା ବାଚସ୍ପତି ନନ୍ଦକିଶୋର ଦାସ
  ପ୍ରଥମ ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି ଡକ୍ଟର ପ୍ରାଣକୃଷ୍ଣ ପରିଜା
  ପ୍ରଥମ ଓଡ଼ିଆ ବୈଜ୍ଞାନିକ ଡକ୍ଟର ପ୍ରାଣକୃଷ୍ଣ ପରିଜା
  ଲୋକସଭାରେ ପ୍ରଥମ ଓଡ଼ିଆ ବାଚସ୍ପତି ରବି ରାୟ
  ହାଇକୋର୍ଟର ପ୍ରଥମ ଓଡ଼ିଆ ମୁଖ୍ୟ ବିଚାରପତି ମାନ୍ୟବର ବୀର କିଶୋର ରାୟ
  ପ୍ରଥମ ଡକ୍ଟରେଟ ଉପାଧିପ୍ରାପ୍ତ ଓଡ଼ିଆ ଚୌଧୁରୀ ଜଗନ୍ନାଥ ଦାସ (ଭିଙ୍ଗାରପୁର)
  ପ୍ରଥମ ଓଡ଼ିଆ ଅଧ୍ୟାପକ ଅଧ୍ୟାପକ କାଶୀନାଥ ଦାସ
  ପ୍ରଥମ ଓଡ଼ିଆ ଇଞ୍ଜିନିୟର ଗ୍ରାଜୁଏଟ୍‌ ମାଧବ ଚନ୍ଦ୍ର ପଟ୍ଟନାୟକ
  ପ୍ରଥମ ଓଡ଼ିଆ ଆଇସିଏସ ଅଫିସର ନୀଳମଣି ସେନାପତି
  ପ୍ରଥମ ଓଡ଼ିଆ ଆଇଏଏସ ଅଫିସର ଶ୍ୟାମଚନ୍ଦ୍ର ତ୍ରିପାଠୀ
  ପ୍ରଥମ ଓଡ଼ିଆ ଏଣ୍ଟ୍ରାନ୍ସ ପାସ୍‌ କରିଥିବା ଛାତ୍ର ବନମାଳୀ ସିଂହ (ଢେଙ୍କାନାଳ)
  ପ୍ରଥମ ଓଡ଼ିଆ କଲେଜ ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
  ପ୍ରଥମ ଓଡ଼ିଆ ମେଡ଼ିକାଲ କଲେଜ ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
  ପ୍ରଥମ ଓଡ଼ିଆ ବାରିଷ୍ଟର ବିଶ୍ବନାଥ ମିଶ୍ର
  ପ୍ରଥମ ଓଡ଼ିଆ ଚିଫ୍‌ ସେକ୍ରେଟାରୀ ନାଗରୀ ମୋହନ ପଟ୍ଟନାୟକ
  ପ୍ରଥମ ଓଡ଼ିଆ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଗୋପୀନାଥ ମହାନ୍ତି
  ପ୍ରଥମ ଓଡ଼ିଆ ଏୟାର ମାର୍ଶାଲ ସରୋଜ ଜେନା
  ପ୍ରଥମ ଓଡ଼ିଆ ଭାଇସ୍‌ ଆଡମିରାଲ ହରିହର ଶର୍ମା
  ଲାୟନ୍ସ କ୍ଲବର ପ୍ରଥମ ଓଡ଼ିଆ ରାଜ୍ୟପାଳ ବସନ୍ତ କୁମାର ପାଣିଗ୍ରାହୀ
  ପ୍ରଥମ ଓଡ଼ିଆ ଆଇଏଫଏସ ଲଲାଟେନ୍ଦୁ ମାନସିଂହ
  ଆଇଏଏସରେ ପ୍ରଥମ ସ୍ଥାନ ପାଇଥିବା ପ୍ରଥମ ଓଡ଼ିଆ  ଲଲାଟେନ୍ଦୁ ମାନସିଂହ
  ପ୍ରଥମ ଓଡ଼ିଆ ଐତିହାସିକ ପ୍ୟାରୀମୋହନ ଆଚାର୍ଯ୍ୟ
  ପ୍ରଥମ ଓଡ଼ିଆ ସାର୍‌ ଉପାଧିପାପ୍ତ ବାମଣ୍ଡା ରାଜା ସାର୍‌ ସୁଢଳଦେବ
  ସ୍ବାଧୀନତା ଆନ୍ଦୋଳନରେ ପ୍ରାଣଦଣ୍ଡ ପାଇଥିବା ପ୍ରଥମ ଓଡ଼ିଆ ଜୟୀ ରାଜଗୁରୁ
  ସ୍ବାଧୀନତା ଆନ୍ଦୋଳନରେ ଦୀପାନ୍ତର ଦଣ୍ଡ ଭୋଗିଥିବା ପ୍ରଥମ ଓଡ଼ିଆ କୃତ୍ତିବାସ ପାଟ୍ଟଶାଣୀ
  ପ୍ରଥମ ଓଡ଼ିଆ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଙ୍ଗନାଥ ମିଶ୍ର
  ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍‌ ରଙ୍ଗନାଥ ମିଶ୍ର
  ପ୍ରଥମ ଓଡ଼ିଆ କବି ସିଦ୍ଧେଶ୍ବର ପରିଡ଼ା (ସାରଳା ଦାସ)
  ପ୍ରଥମ ଓଡ଼ିଆ ଔପନ୍ୟାସିକ ରମେଶ ଚନ୍ଦ୍ର ସରକାର
  ପ୍ରଥମ ଓଡ଼ିଆ ନାଟ୍ୟକାର ଜଗମୋହନ ଲାଲା
  ପ୍ରଥମ ଓଡ଼ିଆ ସମ୍ପାଦିକ ରେବା ରାୟ
  ପ୍ରଥମ ଓଡ଼ିଆ ଆକାଶବାଣୀ ସମ୍ବାଦ ପାଠକ ନାଟ୍ୟକାର ମନୋରଞ୍ଜନ ଦାସ
  ପ୍ରଥମ ଓଡ଼ିଆ ସମାଲୋଚକ ଲାଲା ରାମନାରାୟଣ ରାୟ
  ପ୍ରଥମ ଓଡ଼ିଆ ପ୍ରାବନ୍ଧିକ କବିବର ରାଧାନାଥ ରାୟ
  ପ୍ରଥମ ଓଡ଼ିଆ ମଲ୍ଲଯୋଦ୍ଧା ପଦ୍ମଚରଣ ପଟ୍ଟନାୟକ
  ପ୍ରଥମ ଓଡ଼ିଆ ବୈୟାକରଣିକ ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର
  ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ ଅମ୍ପାୟାର ସୁବ୍ରତ ଦାସ
  ପ୍ରଥମ ଓଡ଼ିଆ ଆଧୁନିକ ରଙ୍ଗମଞ୍ଚ ପ୍ରତିଷ୍ଠାତା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
  ପ୍ରଥମ ଓଡ଼ିଆ ପଦ୍ମଭୂଷଣ ସମ୍ମାନିତ କାଳିନ୍ଦୀ ଚରଣ ପାଣିଗ୍ରାହୀ
  ପ୍ରଥମ ଓଡ଼ିଆ ଜ୍ୟୋତିର୍ବିଦ ସାମନ୍ତ ଚନ୍ଦ୍ରଶେଖର (ସଦ୍ଧାନ୍ତ ଦର୍ପଣ)
  ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ମୋହନ ସୁନ୍ଦର ସୁବୁଦ୍ଧି
  ପ୍ରଥମ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ରର ନିର୍ଦେଶକ ପ୍ରଶାନ୍ତ ନନ୍ଦ
  ପ୍ରଥମ ଓଡ଼ିଆ ଆନ୍ତର୍ଜାତିକସ୍ତରରେ  ପୁରସ୍କୃତ ଚଳଚ୍ଚିତ୍ର ନିର୍ଦେଶକ ନୀରୋଦ ମହାପାତ୍ର (ମାୟା ମିରିଗ)
  ପ୍ରଥମ ଓଡ଼ିଆ ଆନ୍ତର୍ଜାତିକସ୍ତରରେ  ପୁରସ୍କୃତ ଚଳଚ୍ଚିତ୍ର  ମାୟା ମିରିଗ
  ପ୍ରଥମ ଓଡ଼ିଆ ବ୍ୟାଡ଼ମିଣ୍ଟନ ଚମ୍ପିଆନ ସନତ୍‌ ମିଶ୍ର (ଇଂଲଣ୍ଡରେ)
  ପ୍ରଥମ ଓଡ଼ିଆ ବେତାର ଅଭିନେତା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
  ପ୍ରଥମ ଓଡ଼ିଆ ସର୍ବାଧିକକାଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  ପ୍ରଥମ ଓଡ଼ିଆ ସମ୍ପାଦକ ଗୌରୀଶଙ୍କର ରାୟ
  ପ୍ରଥମ ଓଡ଼ିଆ ପତ୍ରିକା ଜ୍ଞାନାରୁଣ (୧୧୮୪୮-୪୯)
  ପ୍ରଥମ ଓଡ଼ିଆ ସମ୍ବାଦପତ୍ର ଉତ୍କଳ ଦୀପିକା
  ପ୍ରଥମ ଓଡ଼ିଆ ମହିଳା ପତ୍ରିକା ଆଶା
  ପ୍ରଥମ ଓଡ଼ିଆ ଛାପାଖାନା ଉତ୍କଳ ପ୍ରିଣ୍ଟିଂ କମ୍ପାନୀ
  ପ୍ରଥମ ଓଡ଼ିଆ କାବ୍ୟ ମହାଭାରତ
  ପ୍ରଥମ ଓଡ଼ିଆ ଉପନ୍ୟାସ ପଦ୍ମାମାଳୀ
  ପ୍ରଥମ ଓଡ଼ିଆ ନାଟକ ବାବାଜୀ
  ପ୍ରଥମ ଓଡ଼ିଆ ଗଳ୍ପ ରେବତୀ, ଲଛମନିଆ
  ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ (୧୯୩୫)
  ପ୍ରଥମ ଓଡ଼ିଆ ସିନେମା ହଲ୍‌ ଏସଏସଭିଟି, ବ୍ରହ୍ମପୁର (୧୯୨୭)
  ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର ଗପ ହେଲେ ବି ସତ
  ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର (ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ) ଶ୍ରୀ ଲୋକନାଥ
  ପ୍ରଥମ ରେଡିଓ ଷ୍ଟେସନ ଆକାଶବାଣୀ, କଟକ (୧୯୪୮)
  ପ୍ରଥମ ଦୂରଦର୍ଶନ କେନ୍ଦ୍ର ସମ୍ବଲପୁର
  ପ୍ରଥମ ଆଧୁନିକ ନାଟ୍ୟାନୁଷ୍ଠାନ ଓଡ଼ିଶା ଥିଏଟର୍ସ
  ପ୍ରଥମ ଉଚ୍ଚ ବିଦ୍ୟାଳୟ ରେଭେନ୍ସା କଲିଜିଏଟ ସ୍କୁଲ (କଟକ)
  ପ୍ରଥମ ମହାବିଦ୍ୟାଳୟ ରେଭେନ୍ସା ମହାବିଦ୍ୟାଳୟ (କଟକ)
  ପ୍ରଥମ ମହିଳା ମହାବିଦ୍ୟାଳୟ ଶୈଳବାଳା ମହିଳା ମହାବିଦ୍ୟାଳୟ (କଟକ)
  ପ୍ରଥମ ଭେଷଜ ମହାବିଦ୍ୟାଳୟ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ (କଟକ)
  ପ୍ରଥମ ଆଇନ ମହାବିଦ୍ୟାଳୟ ମଧୁସୂଦନ ଆଇନ ମହାବିଦ୍ୟାଳୟ  (କଟକ)
  ପ୍ରଥମ ଇଞ୍ଜିନିୟରିଂ ସ୍କୁଲ କଟକ ଇଞ୍ଜିନିୟରିଂ କଲେଜ (ବୁର୍ଲା, ସମ୍ବଲପୁର)
  ପ୍ରଥମ ଶିକ୍ଷକ ତାଲିମ୍‌ ବିଦ୍ୟାଳୟ କଟକ ନର୍ମାଲ ସ୍କୁଲ (କଟକ)
  ପ୍ରଥମ ଶିକ୍ଷକ ତାଲିମ ମହାବିଦ୍ୟାଳୟ ରାଧାନାଥ ଟ୍ରେନିଂ କଲେଜ (କଟକ)
  ପ୍ରଥମ ମହିଳା ଶିକ୍ଷକ ତାଲିମ ମହାବିଦ୍ୟାଳୟ ନଳନୀ ଦେବୀ ପ୍ରଶିକ୍ଷଣ ମହାବିଦ୍ୟାଳୟ (ଭୁବନେଶ୍ବର)
  ପ୍ରଥମ ହିନ୍ଦୀ ଟ୍ରେନିଂ କଲେଜ ହିନ୍ଦୀ ଟ୍ରେନିଂ କଲେଜ (କଟକ)
  ପ୍ରଥମ ବୃହତ୍ତମ ଉଚ୍ଚ ବିଦ୍ୟାଳୟ (ବିଦ୍ୟାର୍ଥୀ ଅନୁପାତ) ରାଣୀହାଟ ଉଚ୍ଚ ବିଦ୍ୟାଳୟ (କଟକ)
  ପ୍ରଥମ ଶିଶୁ ସାହିତ୍ୟ ପତ୍ରିକା ‘ପ୍ରଭାତ’ (୧୯୦୧)
ପ୍ରଥମ ଓଡ଼ିଆ ଦୈନିକ ସାହିତ୍ୟ ପତ୍ରିକା ଗାନ୍ଧୀ ସମାଚାର
  ପ୍ରଥମ ରାଜପଥ ଜଗନ୍ନାଥ ସଡ଼କ
  ପ୍ରଥମ ସାମୁଦ୍ରିକ ବନ୍ଦର ଚାନ୍ଦବାଲି
  ପ୍ରଥମ ବୃହତ୍‌ ସାମୁଦ୍ରିକ ବନ୍ଦର ପାରାଦ୍ବୀପ
  ପ୍ରଥମ ବୃହତ୍‌ ବିମାନ ବନ୍ଦର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର (ଭୁବନେଶ୍ବର)
  ପ୍ରଥମ ଖେଳ ପଡ଼ିଆ ବାରବାଟୀ ଷ୍ଟାଡିୟମ (କଟକ)
  ପ୍ରଥମ ନଦୀବନ୍ଧ ହୀରାକୁଦ (ସମ୍ବଲପୁର)
  ପ୍ରଥମ ବୃହତ୍‌ ଲୌହ ଇସ୍ପାତ କାରଖାନା ରାଉରକେଲା ଷ୍ଟିଲ ପ୍ଲାଣ୍ଟ
  ପ୍ରଥମ ସିମେଣ୍ଟ କାରଖାନା ରାଜଗାଙ୍ଗପୁର (ସୁନ୍ଦରଗଡ଼)
  ପ୍ରଥମ କାଗଜ କଳ ବ୍ରଜରାଜନଗର (ସମ୍ବଲପୁର)
  ପ୍ରଥମ ସାର କାରଖାନା ତାଳଚେର (ଅନୁଗୋଳ)
  ପ୍ରଥମ ଲୁଗାକଳ ଚୌଦ୍ବାର ଟେକ୍ସଟାଇଲ ମିଲ୍‌ (କଟକ)
  ପ୍ରଥମ ଚିନି କାରଖାନା ଆସ୍କା (ଗଞ୍ଜାମ)
  ପ୍ରଥମ ଦ୍ରୁତଗାମୀ ରେଳଗାଡ଼ି କୋଣାର୍କ ଏକ୍ସପ୍ରେସ
  ପ୍ରଥମ ମହିଳା ବ୍ୟାଙ୍କ ବ୍ରହ୍ମପୁର (ଭାରତରେ ଦ୍ବିତୀୟ)

First Woman Person & Personalities ପ୍ରଥମ ମହିଳା ବ୍ୟକ୍ତି ଏବଂ ବ୍ୟକ୍ତିତ୍ୱ

କ୍ର.ସଂ ନାମ କ୍ଷେତ୍ର
୦୧ ତ୍ରିଭୂବନ ମହାଦେବୀ ଶାସକ (843–845 A.D.).
୦୨ ରମାଦେବୀ ନେତ୍ରୀ
୦୩ ସରଳା ଦେବୀ ବିଧାୟକ (୧୯୩୭)
୦୪ ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ
୦୫ କୁନ୍ତଳା କୁମାରୀ ସାବତ ଡାକ୍ତର
୦୬ ମାଧବୀ ଦାସ କବୟିତ୍ରୀ
୦୭ ବୀଣାଦେବୀ ଆକାଶବାଣୀ ଷ୍ଟେସନ ଡାଇରେକ୍ଟର
୦୮ ଊର୍ମିଳା ଦାସ ବାରିଷ୍ଟର
୦୯ ଅମୀୟା କୁମାରୀ ପାଢ଼ୀ ହାଇକୋର୍ଟ ଜଜ୍‌
୧୦ ଶୈଳବାଳା ଦାସ ବିଲାତ ଯାତ୍ରା
୧୧ ଗିରିବାଳା ମହାନ୍ତି ପାଇଲଟ୍‌
୧୨ ପ୍ରଜ୍ଞାପାରମିତା ଦାସ ଆଇଏଏସ
୧୩ ଶୈଳବାଳା ଦାସ ପ୍ରଧାନ ଶିକ୍ଷୟିତ୍ରୀ
୧୪ କୁନ୍ତଳା କୁମାରୀ ସାବତ ଔପନ୍ୟାସିକା (ରଘୁ ଅରକ୍ଷିତ)
୧୫ ସରୋଜିନୀ ପ୍ରଧାନ ଖଣି ମାଲିକ
୧୬ ମିନତି ମହାପାତ୍ର ଅର୍ଜୁନ ପୁରସ୍କାରପ୍ରାପ୍ତ
୧୭ ସୌମ୍ୟ ମିଶ୍ର ଆଇପିଏସ ଅଫିସର
୧୮ ଚନ୍ଦ୍ରମଣି ନାରାୟଣ ସ୍ବାମୀ ଜିଲାପାଳ
୧୯ ନିର୍ମଳା ନାୟକ ଓଡ଼ିଆ ମହିଳା ଅଧ୍ୟକ୍ଷା
୨୦ ସରସ୍ବତୀ ହେମ୍ବ୍ରମ ଆଦିବାସୀ ମନ୍ତ୍ରୀ
୨୧ ସୁଧାଂଶୁବାଳା ଦାସ ଓକିଲ
୨୨ କଳ୍ପନା ଦାସ ଏଭେରେଷ୍ଟ ଆରୋହଣକାରୀ
୨୩ ଡଲି ଜେନା ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ
୨୪ ବସନ୍ତ ମଞ୍ଜରୀ ଦେବୀ କ୍ୟାବିନେଟ ମନ୍ତ୍ରୀ
୨୫ ପାର୍ବତୀ ଘୋଷ ଚଳଚ୍ଚିତ୍ର ପ୍ରଡ୍ୟୁସର
୨୬ ପ୍ରତିଭା ରାୟ ମୂର୍ତ୍ତିଦେବୀ ପୁରସ୍କାରପ୍ରାପ୍ତ
୨୭ ନିହାରବାଳା ନାୟକ ଗ୍ରାଜୁଏଟ୍‌
୨୮ ନର୍ମଦା କର ଓ ଚନ୍ଦ୍ରମୁଖୀ ଷଡ଼ଙ୍ଗୀ ଏଣ୍ଟ୍ରାନ୍ସ ପାସ୍‌
୨୯ ଜୟନ୍ତୀ ପଟ୍ଟନାୟକ ନିଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ
୩୦ ନିବେଦିତା ଆଚାର୍ଯ୍ୟ ସାହିତ୍ୟରେ ଡକ୍ଟରେଟ୍‌
୩୧ ଜ୍ୟୋତ୍ସ୍ନା ଦେଈ ସର୍ଜନ
୩୨ ରୂପା ମିଶ୍ର ଆଇଏଏସ ଟପ୍ପର
୩୩ ଲକ୍ଷ୍ମୀ ମୁଖି ଜେଲର
୩୪ କିରଣ ମନୀଷା ମହାନ୍ତି ଚେସ୍‌ ଗ୍ରାଣ୍ଡ ମାଷ୍ଟର
୩୫ ଡ. ପ୍ରିୟମ୍ବଦା ମହାନ୍ତି ହେଜମାଦି ଚାନ୍‌ସେଲର
୩୬ ସୁଧିରା ଦାସ ଇଞ୍ଜିନିୟର

Eminent Odia Personalities & titles ଓଡ଼ିଶାର କୃତୀ ସନ୍ତାନ ଓ ଉପାଧି

କ୍ର.ସଂ ନାମ ଉପାଧି
୦୧ ସାରଳା ଦାସ ଆଦିକବି, ଶୂଦ୍ରମୁନି
୦୨ ଜଗନ୍ନାଥ ଦାସ ଅତୀବଡ଼ୀ
୦୩ ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ
୦୪ ବଳଦେବ ରଥ କବିସୂର୍ଯ୍ୟ
୦୫ କାଳୀଚରଣ ପଟ୍ଟନାୟକ କବିଚନ୍ଦ୍ର
୦୬ ରାଧାନାଥ ରାୟ କବିବର
୦୭ କୃଷ୍ଣପ୍ରସାଦ ବସୁ କବି ମଞ୍ଜୁଳ
୦୮ ଚିନ୍ତାମଣି ମହାନ୍ତି କବି ଶେଖର
୦୯ ଭୀମ ଭୋଇ ସନ୍ଥକବି
୧୦ ଫକୀର ମୋହନ ସେନାପତି ବ୍ୟାସକବି
୧୧ ବୈଷ୍ଣବ ପାଣି ଗଣକବି
୧୨ ନନ୍ଦକିଶୋର ବଳ ପଲ୍ଲୀକବି
୧୩ ଗଙ୍ଗାଧର ମେହେର ସ୍ବଭାବ କବି
୧୪ ଲକ୍ଷ୍ମୀକାନ୍ତ ମହାପାତ୍ର କାନ୍ତକବି
୧୫ ମଧୁସୂଦନ ରାଓ ଭକ୍ତକବି
୧୬ ଗୋପାଳକୃଷ୍ଣ ପଟ୍ଟନାୟକ ଗୀତିକବି
୧୭ ଶ୍ୟାମସୁନ୍ଦର ଦାସ କିଶୋର କବି
୧୮ ସାଲବେଗ ଯବନ କବି/ଭକ୍ତ କବି
୧୯ ଗୋଦାବରୀଶ ମିଶ୍ର ଗାଥାକବି
୨୦ ବୀର କିଶୋର ଦାସ ଜାତୀୟ କବି
୨୧ ମାୟାଧର ମାନସିଂହ ପ୍ରେମିକ କବି
୨୨ ଯଦୁମଣି ମହାପାତ୍ର ଆଶୁକବି
୨୩ ଗୋପବନ୍ଧୁ ଦାସ ବାସ୍ତବବାଦୀ କବି, ଉତ୍କଳମଣି
୨୪ ଗୋଦାବରୀଶ ମହାପାତ୍ର ବ୍ୟଙ୍ଗକବି
୨୫ ରାଧାମୋହନ ଗଡ଼ନାୟକ ଛନ୍ଦକବି
୨୬ ଅଭିମନ୍ୟୁ ସାମନ୍ତସିଂହାର ବିଦଗ୍ଧ କବି
୨୭ ବାଳକୃଷ୍ଣ ଦାସ ଗାୟକ ସୁଧାକର
୨୮ ରଘୁନାଥ ପାଣିଗ୍ରାହୀ ଗାୟକ ଶିରୋମଣି
୨୯ ହରିନାଥ ଗାୟକ ସମ୍ରାଟ
୩୦ ନିରଞ୍ଜନ କର ଗାୟକ ରତ୍ନ
୩୧ ଜଗନ୍ନାଥ ବେହେରା ଗାୟକ ଭାସ୍କର
୩୨ ରଘୁନାଥ ମଣ୍ଡା ନାଟ୍ୟାଚାର୍ଯ୍ୟ
୩୩ ଅଶ୍ବିନୀ କୁମାର ଘୋଷ ନାଟ୍ୟ ଭାରତୀ
୩୪ ଉମାକାନ୍ତ ବେହେରା ନାଟ୍ୟ ଭୂଷଣ
୩୫ ମଧୁସୂଦନ ଦାସ ଉତ୍କଳ ଗୌରବ
୩୬ ପଦ୍ମଚରଣ ପଟ୍ଟନାୟକ ଉତ୍କଳ ଭୀମ
୩୭ ଡ. ହରେକୃଷ୍ଣ ମହତାବ ଉତ୍କଳ କେଶରୀ
୩୮ କୁନ୍ତଳା କୁମାରୀ ସାବତ ଉତ୍କଳ ଭାରତୀ
୩୯ ବାରିଷ୍ଟର ବିଶ୍ବନାଥ ମିଶ୍ର ଉତ୍କଳ ରତ୍ନ
୪୦ ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ ଉତ୍କଳ ନିର୍ମାତା
୪୧ ଗୌରୀ କୁମାର ବ୍ରହ୍ମା ଉତ୍କଳ ବାଚସ୍ପତି
୪୨ ଗୌରୀଶଙ୍କର ରାୟ କର୍ମବୀର
୪୩ ବିଜୁ ପଟ୍ଟନାୟକ ଭୂମିପୁତ୍ର/କଳିଙ୍ଗର ବରପୁତ୍ର
୪୪ ସୁଭାଷଚନ୍ଦ୍ର ବୋଷ ନେତାଜୀ
୪୫ ଡ. କୁଞ୍ଜବିହାରୀ ଦାସ ଲୋକରତ୍ନ
୪୬ ସାମନ୍ତ ଚନ୍ଦ୍ରଶେଖର ସିଂହ ପଠାଣି ସାମନ୍ତ
୪୭ ସ୍ବାମୀ ବିଚିତ୍ରାନନ୍ଦ ଦାସ ଆଦିନେତା
୪୮ କବି ଗୋଲକ ପ୍ରଧାନ ଦ୍ବିତୀୟ ଭଞ୍ଜ
୪୯ ନିମାଇଁ ଚରଣ ହରିଚନ୍ଦନ ବାଣୀକଣ୍ଠ
୫୦ ସଂଯୁକ୍ତା ପାଣିଗ୍ରାହୀ ନୃତ୍ୟ ପ୍ରବୀଣା
୫୧ ବାଞ୍ଛାନିଧି ଶତପଥୀ କଳାନିଧି
୫୨ ଭଗବାନ ପତି ବସନ୍ତ କୋକିଳ
୫୩ ରାଧାରାଣୀ ଦେବୀ ମଞ୍ଚଶ୍ରୀ

ଓଡ଼ିଶାର ସାହିତ୍ୟ ଓ ସାହିତ୍ୟିକ Odia Literature and Literary person

ଆଦିଯୁଗ (ନବମ ଶତାବ୍ଦୀରୁ ଚତୁର୍ଦଶ ଶତାବ୍ଦୀ)
ସାହିତ୍ୟିକ ସାହିତ୍ୟ କୃତି ଓ ସୃଷ୍ଟି
ଲୁଇପା କାୟାତରୁ ଚର୍ଯ୍ୟା
କାହ୍ନୁପା ନୟବଳ ଓ ଡୋମ୍ବୀ ହେରୁକ ଚର୍ଯ୍ୟା
ଶବରୀପା ମତ୍ତ ଶବର ମୃତ୍ୟୁ ଚର୍ଯ୍ୟା
ସରହପା ନୌକା ଚର୍ଯ୍ୟା
ସାରଳା ଯୁଗ (ପଞ୍ଚଦଶ ଶତାବ୍ଦୀ)
ସାରଳା ଦାସ ମହାଭାରତ, ଚଣ୍ଡୀ ପୁରାଣ ଓ ବିଲଙ୍କା ରାମାୟଣ
ବତ୍ସା ଦାସ କଳସା ଚଉତିଶା
ମାର୍କଣ୍ଡ ଦାସ କେଶବ କୋଇଲି
ଜୟଦେବ ଗୀତଗୋବିନ୍ଦ
ପଞ୍ଚସଖା ଯୁଗ (୧୬୦୦ରୁ ୧୬୫୦  
ଜଗନ୍ନାଥ ଦାସ ଶ୍ରୀମଦ୍‌ ଭାଗବତ, ଗଜସ୍ତୁତି, ତୁଳାଭିଣା, ମୃଗଣୀ ସ୍ତୁତି, ଅର୍ଥ କୋଇଲି ଓ ଦାରୁବ୍ରହ୍ମ ଗୀତା
ବଳରାମ ଦାସ ଦାଣ୍ଡୀ ରାମାୟଣ, ଗୁପ୍ତ ଗୀତା, ଅମରକୋଷ ଗୀତା, ବଟ ଅବକାଶ ଓ ଭାବ ସମୁଦ୍ର
ଅଚ୍ୟୁତା ନନ୍ଦ ଦାସ ହରିବଂଶ, ଶୂନ୍ୟସଂହିତା ଓ ଶବ୍ଦବ୍ରହ୍ମ ସଂହିତା
ଅନନ୍ତ ଦାସ ହେତୁଦୋୟ ଭାଗବତ
ଯଶୋବନ୍ତ ଦାସ ଗୋବିନ୍ଦ ଚନ୍ଦ୍ର, ପ୍ରେମଭକ୍ତି ଓ ବ୍ରହ୍ମଗୀତା
ଶିଶୁ ଅନନ୍ତ ଦାସ -
କାର୍ତ୍ତିକ ଦାସ ରୁକ୍ମିଣୀ ବିଭା
ପୀତାମ୍ବର ଦାସ ନୃସିଂହ ପୁରାଣ
ଧନଞ୍ଜୟ ଭଞ୍ଜ ଇଚ୍ଛାବତୀ ରଘୁନାଥ ବିଳାସ
ରୀତିଯୁଗ (୧୬୫୦ରୁ ୧୮୮୦)
ଦୀନକୃଷ୍ଣ ଦାସ ରସକଲ୍ଲୋଳ, ନାବକେଳି, ପ୍ରସ୍ତାବସିନ୍ଧୁ, ରସବିନୋଦ, ନାମରତ୍ନ ଗୀତା ଓ ଆର୍ତ୍ତତ୍ରାଣ ଚଉତିଶା
ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ, ଲାବଣ୍ୟବତୀ, ପ୍ରେମ ସୁଧାନିଧି, ରସିକ ହାରାବଳୀ, ସୁଭଦ୍ରା ପରିଣୟ, ରସପଞ୍ଚକ, ଚନ୍ଦ୍ରକଳା, ଚିତ୍ରଲେଖା ଓ କୋଟୀ ବ୍ରହ୍ମାଣ୍ଡ ସୁନ୍ଦରୀ
ଭକ୍ତ ଚରଣ ଦାସ ମଥୁରା ମଙ୍ଗଳ ଓ ମନବୋଧ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଦାବଳୀ
ଯଦୁମଣି ମହାପାତ୍ର ରାଘବ ବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର
ବଳଦେବ ରଥ କିଶୋର ଚନ୍ଦ୍ରାନନ ଚମ୍ପୁ, ଚନ୍ଦ୍ରକଳା, ସଙ୍ଗୀତ କଳ୍ପଲତା ଓ ଚୌପଦୀ ରତ୍ନାକର
ଭୀମ ଭୋଇ ସ୍ତୁତି ଚିନ୍ତାମଣି, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା ଓ ଭଜନମାଳା
ଅର୍ଜୁନ ଦାସ ରାମ ବିଭା ଓ କଳ୍ପଲତା
ଦେବଦୁର୍ଲ୍ଲଭ ଦାସ ରହସ୍ୟ ମଞ୍ଜରୀ
ପୁରୁଷୋତ୍ତମ ଦାସ କାଞ୍ଚିକାବେରୀ
ଶିଶୁ ଶଙ୍କର ଦାସ ଉଷାବିଳାସ
ଶ୍ରହରି ଦାସ ମୟୂରଚନ୍ଦ୍ରିକା
ଦନେଇ ଦାସ ଗୋପୀଭାଷା
ଘନ ଭଞ୍ଜ ଗୋବିନ୍ଦ ବିଳାସ
ବ୍ରଜନାଥ ବଡ଼ଜେନା ସମରତରଙ୍ଗ, ଅମ୍ବିକା ବିଳାସ ଓ ଚତୁର ବିନୋଦ
ବିଶ୍ବନାଥ ଖୁଣ୍ଟିଆ ବିଚିତ୍ର ରାମାୟଣ
ଆଧୁନିକ ଯୁଗ (୧୮୮୦-୧୯୦୯)
ରାଧାନାଥ ରାୟ ମହାଯାତ୍ରା, ଚିଲିକା, ଉଷା, ନନ୍ଦିକେଶରୀ, ଦରବାର, ଚନ୍ଦ୍ରଭାଗା, ପାର୍ବତୀ, କେଦାରଗୌରୀ
ଫକୀର ମୋହନ ସେନାପତି ଛ’ମାଣ ଆଠଗୁଣ୍ଠ, ମାମୁ, ପ୍ରାୟଶ୍ଚିତ, ଲଛମା, ଆତ୍ମଜୀବନୀ ଚରିତ ଓ ମୁଁ ହାଟ ବାହୁଡ଼ା
ମଧୁସୂଦନ ରାଓ କୁସୁମାଞ୍ଜଳି, ଉତ୍କଳ ଗାଥା, ବସନ୍ତ ଗାଥା, ଛାନ୍ଦମାଳା ଓ ବର୍ଣ୍ଣବୋଧ
ଜଗମୋହନ ଲାଲା ବାବାଜୀ (ନାଟକ)
ଗଙ୍ଗାଧର ମେହେର ତପସ୍ବିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତୀ, କୀଚକବଧ ଓ ଉତ୍କଳ ଲକ୍ଷ୍ମୀ
ନନ୍ଦକିଶୋର ବଳ ନିର୍ଝରିଣୀ, ପଲ୍ଲୀଚିତ୍ର, ଶର୍ମିଷ୍ଠା, ସୀତା ବନବାସ ଓ କନକଲତା
ପଦ୍ମଚରଣ ପଟ୍ଟନାୟକ ସୂର୍ଯ୍ୟମୁଖୀ
ଚିନ୍ତାମଣି ମହାନ୍ତି ରୁପାଚୁଡ଼ି ଓ ଉତ୍କଳ କମଳା
ଗୋପାଳଚନ୍ଦ୍ର ପ୍ରହରାଜ

ପୂର୍ଣ୍ଣଚନ୍ଦ୍ର ଭାଷାକୋଷ

ସତ୍ୟବାଦୀ ଯୁଗ (୧୯୧୦-୧୯୨୧)
ଗୋପବନ୍ଧୁ ଦାସ ଧର୍ମପଦ, ଅବକାଶ ଚିନ୍ତା, ବନ୍ଦୀର ଆତ୍ମକଥା, ଗୋ ମାହାତ୍ମ୍ୟ, ବନ୍ଦୀର ସ୍ବଦେଶ ଚିନ୍ତା ଓ କାରା କବିତା
ଗୋଦାବରୀଶ ମିଶ୍ର ଆଲେଖିକା, କଳିକା, କିଶଳୟ
ନୀଳକଣ୍ଠ ଦାସ କୋଣାର୍କେ, ଆର୍ଯ୍ୟଜୀବନ ପ୍ରଣୟିନୀ, ଖାରବେଳ ଓ ଭଗବତ୍‌ ଗୀତା
କୃପାସିନ୍ଧୁ ମିଶ୍ର ଓଡ଼ିଶାର ଇତିହାସ ଓ ବାରବାଟୀ
ଲକ୍ଷ୍ମୀକାନ୍ତ ମହାପାତ୍ର କଣାମାମୁ ଓ ଜୀବନ ସଙ୍ଗୀତ
ଗୋଦାବରୀଶ ମହାପାତ୍ର ନୀଳ ମାଷ୍ଟ୍ରରାଣୀ, କଣ୍ଟାଫୁଲ, ବଙ୍କା ଓ ସିଧା ଓ ହାଣ୍ଡିଶାଳାରେ ବିପ୍ଳବ
କୁନ୍ତଳା କୁମାରୀ ସାବତ ରଘୁ ଅରକ୍ଷିତ, ପ୍ରେମ ଚିନ୍ତାମଣି, ମଣିକାଞ୍ଚନ, ଅର୍ଚ୍ଚନା ସ୍ଫୁଲିଙ୍ଗ, ଆହ୍ବାନ ଓ ପରଶମଣି
ମାୟାଧର ମାନସିଂହ ଧୂପ, ହେମଶସ୍ୟ, ପୂଜାରିଣୀ, ପୁଷ୍ପିତା, ମାଟିବାଣୀ, ସାଧବ ଝିଅ, କମଳାୟନ ଓ ହେମପୁଷ୍ପ
ଭଗବତୀ ଚରଣ ପାଣିଗ୍ରାହୀ ଶିକାର
ସବୁଜ ଯୁଗ (୧୯୨୧-୧୯୩୫)
କାଳିନ୍ଦୀ ଚରଣ ପାଣିଗ୍ରାହୀ ମାଟିର ମଣିଷ, ଲୁହାର ମଣିଷ, ମୋ କବିତା, ମନେନାହିଁ ରାଶିଫଳ, ଆଜିର ମଣିଷ, ମନେନାହିଁ ମହାଦୀପ ଓ ମୁକ୍ତାଗଡ଼ର କ୍ଷୁଧା
ବୈକୁଣ୍ଠନାଥ ପଟ୍ଟନାୟକ କାବ୍ୟ ସଞ୍ଚୟନ, ଉତ୍ତରାୟଣ, ମୁକ୍ତିପଥେ
ଅନ୍ନଦା ଶଙ୍କର ରାୟ ସ୍ବପ୍ନ, ମାନସୀ ଓ ମୁଁ, ସ୍ବପ୍ନ, ପ୍ରଳୟ, ଚକ୍ରୀ
ଡକ୍ଟର ହରେକୃଷ୍ଣ ମହତାବ ଅବ୍ୟାପାର, ଟାଉଟର, ଆନନ୍ଦ ସନ୍ଧାନେ, ପ୍ରତିଭା, ତୃତୀୟପର୍ବ, ସାଧନାର ପଥେ, ନୂତନ ଧର୍ମ, ଆରବ ସାଗରରୁ ଚିଲିକା, ଗାଁ ମସଲିସ୍‌ ଓ ଓଡ଼ିଶା ଇତିହାସ
ଅଶ୍ବିନୀ କୁମାର ଘୋଷ କଳା ପାହାଡ଼ ଓ ପାଇକ ପୁଅ
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଭାତ, ଅଭିଯାନ, ରକ୍ତମାଟି
କୃଷ୍ଣପ୍ରସାଦ ବସୁ ଚୁମ୍ବନ ଓ କୁମ୍ଭାର ଚକ, ହରି ଅନ୍ବେଷଣ, ହରିଶ୍ଚନ୍ଦ୍ର, ଶକୁନ୍ତଳା ଓ ଆଖଡ଼ା ଘରେ ବୈଠକ
ପ୍ରଗତି ଯୁଗ (୧୯୩୬-୧୯୪୭)  
ସଚ୍ଚିଦାନନ୍ଦ ରାଉତରାୟ ବାଜି ରାଉତ, ଚିତ୍ରଗ୍ରୀବ, ପାଣ୍ଡୁଲିପି, ରକ୍ତଶିକ୍ଷା, ପଲ୍ଲିଶ୍ରୀ, ଏସିଆର ସ୍ବପ୍ନ, ମାଟିର ତାଜ୍‌, ମଶାଣିର ଫୁଲ, ମଲ୍ଲା କଇଁ, କବିତା ୧୯୬୨
ରାଧାମୋହନ ଗଡ଼ନାୟକ କୈଶୋରିକା, ଉତ୍କଳିକା, ଶାମୁକାର ସ୍ବପ୍ନ, ସୂର୍ଯ୍ୟ ଓ ଅନ୍ଧକାର ଓ ପଶୁପକ୍ଷୀର କାବ୍ୟ
ସତ୍ୟାନନ୍ଦ ଚମ୍ପତିରାୟ ତାଜମହଲ ଓ ଯମୁନା
ଅନନ୍ତ ପଟ୍ଟନାୟକ ଶାନ୍ତିଶିଖା, ଅଲୋଡ଼ା ଲୋଡ଼ା, ଛାଇର ଛିଟା, ଅବାନ୍ତର ଓ ତର୍ପଣ କରେ
ଗୁରୁପ୍ରସାଦ ମହାନ୍ତି ସମୁଦ୍ର ସ୍ନାନ ଓ କାଳପୁରୁଷ
ଭାନୁଜୀ ରାଓ ନୂତନ କବିତା ଓ ନଈ ଆରପାରି
ବିନୋଦ ନାୟକ ନୀଳଚନ୍ଦ୍ରର ଉପତ୍ୟକା, ସାତ ତାରାର ଦ୍ବୀପ, ସରୀସୃପ ଓ ନନ୍ଦାଦେବୀ
କୃଷ୍ଣଚନ୍ଦ୍ର ତ୍ରିପାଠୀ ଆହୁତି, ଅଗ୍ନିଶଙ୍ଖ
ବୀର କିଶୋର ଦାସ ବିଦ୍ରୋହ ବୀଣା, ରଣଦୁନ୍ଦୁଭି, ରଣଭେରୀ ଓ ମୋହନ ବଂଶୀ
ଉତ୍ତର ଆଧୁନିକ ଯୁଗ (୧୯୪୭ - ୨୦୦୦)
ରମାକାନ୍ତ ରଥ କେତେଦିନର, ଅନେକ କୋଠରି, ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର ଓ ଶ୍ରୀରାଧା
ସୀତାକାନ୍ତ ମହାପାତ୍ର ଅଷ୍ଟପଦୀ, ଚିତ୍ରନଦୀ, ସମୁଦ୍ର, ସୂର୍ଯ୍ୟ ତୃଷ୍ଣା, ଶବ୍ଦର ଆକାଶ, ଅସରନ୍ତି ପିଲାଦିନ ଓ ଆରଦୃଶ୍ୟ
ସୌଭାଗ୍ୟ କୁମାର ମିଶ୍ର ନଈପହଁରା, ଆତ୍ମନେପଦୀ, ଅନ୍ଧ ମହୁମାଛି, ଦ୍ବାସୂପର୍ଣ୍ଣା
ରାଜେନ୍ଦ୍ର କିଶୋର ପଣ୍ଡା ରଣଦେବତା, ଚୌକାଠରେ ଚିରକାଳ, ଶୈଳକଳ୍ପ ଓ ଅନ୍ୟା
ବ୍ରଜନାଥ ରଥ ମରୁ ଗୋଲାପ ଓ ଅନ୍ୟାନ୍ୟ କବିତା, ନିଜସ୍ବ ସଂଳାପ, ହେ ମହାଜୀବନ, ମନର ମାନଚିତ୍ର ଓ ଲଘୁଶତକ
ରବି ସିଂ ଚରମପତ୍ର, ପଥପ୍ରାନ୍ତର କବିତା, ଅଗ୍ନିଦେବ, ବିଷବାଣୀ, ଭୃକୁଟୀ, କେବଳ ସଂଗ୍ରାମ ଓ ତାରକାର ଲୁହ
ଦୀପକ ମିଶ୍ର ଧୂଳିର ସିଂହାସନ, କପଟ ସୂର୍ଯ୍ୟାସ୍ତ, ଅରଣା ମଇଁଷି ଓ ବୃତ୍ତ
ଜଗନ୍ନାଥ ପ୍ରସାଦ ଦାସ ପ୍ରଥମ ପୁରୁଷ, ଅନ୍ୟସବୁ ମୃତ୍ୟୁ, ସ୍ଥିର ଚିତ୍ର
ଚିନ୍ତାମଣି ବେହେରା ନୀଳଲୋହିତ, ଶ୍ବେତପଦ୍ମ
କମଳାକାନ୍ତ ଲେଙ୍କା ଉତ୍ତରଣ, ସୁନାଫସଲ, ନୀଳ ସହ ସାକ୍ଷାତକାର, ସ୍ରୋତର ନାମ ଋତୁ, ଗୀତ ଗା’ ନାରେ ପକ୍ଷୀ
ଅମରେଶ ପଟ୍ଟନାୟକ ମଣିଷ ଆଙ୍ଗୁଳେ
ସରୋଜ ରଞ୍ଜନ ମହାନ୍ତି ବାଇଗେଣୀ ଋତୁ, କାଗଜ ଡଙ୍ଗାର ଶୋକ, ଫୁଲ ଫୁଟାଇବା ମନା
ହରିହର ମିଶ୍ର ଲାଲ କଢ଼ର ତପସ୍ୟା
ବିଜୟ କୁମାର ମିଶ୍ର ବୀର ସହିଦ ଲକ୍ଷ୍ମଣ ନାୟକ, ଚିରନମସ୍ୟା ମଦର ଟେରେସା
ସଦାଶିବ ଦାସ ଷଷ୍ଠ ଚେତନା
ପ୍ରସନ୍ନ କୁମାର ପାଟ୍ଟଶାଣୀ ସାପ ଗାତର ସକାଳ, ଦେଖାହେଲେ କହିବି ସେକଥା, ରକ୍ତପଥ
ହୋସେନ ରବି ଗାନ୍ଧୀ ମୁକ୍ତ ପୂର୍ବାଶା
ଶୁଭେନ୍ଦୁ ମୁଣ୍ଡ ଶବ୍ଦ ନିଃଶବ୍ଦ
ପ୍ରମୋଦ କୁମାର ମହାନ୍ତି କ୍ରମଶଃ
ବିବେକ ଜେନା ପବନର ଘର
ନିତ୍ୟାନନ୍ଦ ନାୟକ ତ୍ରସ୍ତ ପଦ୍ମାସନ
ଶତ୍ରୁଘ୍ନ ପାଣ୍ଡବ ପଦ୍ମ ପାଲିଙ୍କି
ପ୍ରହରାଜ ସତ୍ୟନାରାୟଣ ନନ୍ଦ ଅଧଃପତନର ଛନ୍ଦ
ନୃସିଂହପ୍ରସାଦ ତ୍ରିପାଠୀ ପୂର୍ବଦିଗ
ଉମାଶଙ୍କର ପଣ୍ଡା ନିଃଶବ୍ଦ ନୁପୂର
ଶ୍ରୀନିବାସ ଉଦ୍‌ଗାତା ପ୍ରତିମା ଅପ୍ରତିମା ଋତମ୍‌
ଭଗବାନ ଜୟସିଂହ ଘୋଷଯାତ୍ରା
ନୃସିଂହ କୁମାର ରଥ ପୂର୍ବାଶାର ଗୀତ
ବସନ୍ତ କୁମାରୀ ଦେବୀ ବିପାଶା

ଓଡ଼ିଶାର ଆଦିବାସୀ ଜିଲା ଓ ସେମାନଙ୍କର ନୃତ୍ୟ Tribal districts of Odisha and their dance

କ୍ର.ସଂ ଜାତି ଜିଲା
୦୧ କନ୍ଧ ଗଞ୍ଜାମ, ଗଜପତି, ଦେବଗଡ଼, କନ୍ଧମାଳ, ସମ୍ବଲପୁର, ବରଗଡ଼, ବାମଣ୍ଡା, ନୂଆପଡ଼ା ଓ ଫୁଲବାଣୀ
୦୨ ଗଦବା ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର
୦୩ ଭୂୟାଁ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼
୦୪ ପରଜା ସମ୍ବଲପୁର, କଳାହାଣ୍ଡି ଓ କୋରାପୁଟ
୦୫ ଜୁଆଙ୍ଗ କେନ୍ଦୁଝର, କୋରାପୁଟ ଓ ଢେଙ୍କାନାଳ
୦୬ କୋୟା କୋରାପୁଟ
୦୭ କୋହ୍ଲ କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଓ ଗଞ୍ଜାମ
୦୮ ଗଣ୍ଡ ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର
୦୯ ଓରାନ ସୁନ୍ଦରଗଡ଼, ସମ୍ବଲପୁର ଓ ରାୟଗଡ଼ା
୧୦ ସଉରା କୋରାପୁଟ, ଗଞ୍ଜାମ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା
୧୧ ସାନ୍ତାଳ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ନବରଙ୍ଗପୁର
୧୨ ବଣ୍ଡା ମାଲକାନଗିରି
୧୩ ଭୂମିକା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବର
୧୪ ହୋ କେନ୍ଦୁଝର ଓ ସୁନ୍ଦରଗଡ଼
  ନୃତ୍ୟ ଜାତି/ସମ୍ପ୍ରଦାୟ
୦୧ ପରଜା ନୃତ୍ୟ କୋରାପୁଟ ଜିଲାର ଆଦିବାସୀ ମହିଳାମାନଙ୍କର ଏହି ନୃତ୍ୟ।
୦୨ ଘୁମୁରା ନୃତ୍ୟ ଏହା କଳାହାଣ୍ଡି ଓ ନୂଆପଡ଼ା ଜିଲା ଆଦିବାସୀମାନଙ୍କର ପ୍ରିୟ ନୃତ୍ୟ
୦୩ ଡାଲଖାଇ ନୃତ୍ୟ ଏହା ସମ୍ବଲପୁର ଅଞ୍ଚଳର ଆଦିବାସୀମାନଙ୍କର ଲୋକପ୍ରିୟ ନୃତ୍ୟ। ଫସଲ ଅମଳ ସମୟରେ ଉଭୟେ ପୁରୁଷ ଓ ସ୍ତ୍ରୀ ଏହି ନୃତ୍ୟରେ ଭାଗ ନେଇଥାନ୍ତି
୦୪ ଚାଙ୍ଗୁ ନୃତ୍ୟ ଭୂୟାଁ ସମ୍ପ୍ରଦାୟର ଏହା ପ୍ରିୟ ନୃତ୍ୟ।
୦୫ ଢେମସା ନୃତ୍ୟ ଗଦବା ସମ୍ପ୍ରଦାୟ ମଧ୍ୟରେ ଏହା ଏକ ପ୍ରଚଳିତ ନୃତ୍ୟ।
୦୬ ଧାଙ୍ଗଡ଼ା-ଧାଙ୍ଗଡ଼ୀ ନୃତ୍ୟ କନ୍ଧ ସମ୍ପ୍ରଦାୟ ମଧ୍ୟରେ ଏହା ଏକ ପ୍ରଚଳିତ ନୃତ୍ୟ।ଉଭୟ ପୁରୁଷ ଓ ମହିଳା ଏଥିରେ ଅଂଶଗ୍ରହଣ କରିଥାନ୍ତି।
୦୭ କୋଇସାବାଡ଼ି ନୃତ୍ୟ ଏହା ଗଣ୍ଡ ଓ ଭୂୟାଁ ସମ୍ପ୍ରଦାୟର ପ୍ରିୟ ନୃତ୍ୟ
୦୮ କୋୟା ନୃତ୍ୟ ପୁରୁଷ ଆଦିବାସୀମାନଙ୍କର ଏହା ଏକ ଆନନ୍ଦବିଭୋର ନୃତ୍ୟ।
୦୯ କରମା ନୃତ୍ୟ କୋହ୍ଲ ସମ୍ପ୍ରଦାୟର ବ୍ୟକ୍ତିମାନେ ଏହି ନୃତ୍ୟରେ ଭାଗ ନେଇଥାନ୍ତି।

ଓଡ଼ିଶାର ବିଭିନ୍ନ ସ୍ଥାନର ଅନ୍ୟନାମ Other names of various places in Odisha

କ୍ର.ସଂ ଜିଲା ଏନଏସି
୦୧ ଓଡ଼ିଶା ଉଡ୍ର, ଉତ୍କଳ, କଳିଙ୍ଗ
୦୨ ପୁରୀ ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ଜଗନ୍ନାଥ ଧାମ, ନୀଳାଚଳ ଧାମ, କମ୍ଭୁ କଟକ
୦୩ ଇରମ ରକ୍ତତୀର୍ଥ
୦୪ ଭୁବନେଶ୍ବର ଚକ୍ରକ୍ଷେତ୍ର, ମନ୍ଦିରମାଳିନୀ ସହର, ଏକାମ୍ର କ୍ଷେତ୍ର
୦୫ କୋଣାର୍କ ଅର୍କକ୍ଷେତ୍ର, ପଦ୍ମକ୍ଷେତ୍ର, ବ୍ଲାକ ପାଗୋଡ଼ା
୦୬ ଯାଜପୁର ଗଦାକ୍ଷେତ୍ର, ବିରଜା କ୍ଷେତ୍ର
୦୭ କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ର, ବଳଦେବ ପୀଠ
୦୮ ଗୋରେଖନାଥ ବିଭୂତିକ୍ଷେତ୍ର
୦୯ ରାଉରକେଲା ଇସ୍ପାତ ନଗରୀ (ଷ୍ଟିଲ ସିଟି)
୧୦ ଦାରିଙ୍ଗିବାଡ଼ି ଓଡ଼ିଶାର କାଶ୍ମୀର
୧୧ ଚିଲିକା ବିହଙ୍ଗ ବିହାର
୧୨ କପିଳାସ ଓଡ଼ିଶାର କୈଳାସ
୧୩ ଭଞ୍ଜନଗର ରସୁଲକୋଣ୍ଡା
୧୪ ମହାନଦୀ ଓଡ଼ିଶାର ଗଙ୍ଗା
୧୫ ଜଗତସିଂହପୁର ବାଣୀକ୍ଷେତ୍ର, ହରିପୁର (ବ୍ରିଟିଶ ସମୟ)
୧୬ ଡୁଡୁମା ମତ୍ସ୍ୟତୀର୍ଥ
୧୭ କୋରାପୁଟ ସାବରକ୍ଷେତ୍ର
୧୮ ତାରାତାରିଣୀ ସ୍ତନପୀଠ
୧୯ ବରୁଣେଈ ସ୍ବର୍ଗଗଙ୍ଗା
୨୦ ନାରାୟଣୀ ତନ୍ତ୍ରପୀଠ
୨୧ ଶାରଳା ପୀଠ ଝଙ୍କଡ଼ ପୀଠ
୨୨  ଉତ୍କଳ ବିଶ୍ବବିଦ୍ୟାଳୟ ବାଣୀବିହାର
୨୩ ସମ୍ବଲପୁର ବିଶ୍ବବିଦ୍ୟାଳୟ ଜ୍ୟୋତିବିହାର
୨୪ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଭଞ୍ଜବିହାର
୨୫ ଅନୁଗୁଳ

ଅଙ୍ଗୁଳିକା ପାଟଣା, ଅନୁଗୁଳ ପାଟିକା

୨୬ ବ୍ରହ୍ମପୁର ରେଶମନଗରୀ
୨୭ କଟକ ସିଲଭର ସିଟି, ମିଲେନିୟମ ସିଟି, ନ୍ୟାୟିକ ରାଜଧାନୀ, ବାଣିଜ୍ୟ କେନ୍ଦ୍ର
୨୮ ସମ୍ବଲପୁର ହ୍ୟାଣ୍ଡଲୁମ ସିଟି, ହୀରାଖଣ୍ଡ
୨୯ ଗୁପ୍ତେଶ୍ବର ଗୁପ୍ତ କେଦାର
୩୦ ରାଣୀପୁର ଝରିଆଲ ସୋମା ତୀର୍ଥ