Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Odisha GK
List view
Language Section
ଓଡ଼ିଶାର ବିଭିନ୍ନ ସ୍ଥାନର ଅନ୍ୟନାମ Other names of various places in Odisha
କ୍ର.ସଂ
ଜିଲା
ଏନଏସି
୦୧
ଓଡ଼ିଶା
ଉଡ୍ର, ଉତ୍କଳ, କଳିଙ୍ଗ
୦୨
ପୁରୀ
ଶ୍ରୀକ୍ଷେତ୍ର, ଶଙ୍ଖକ୍ଷେତ୍ର, ପୁରୁଷୋତ୍ତମ କ୍ଷେତ୍ର, ଜଗନ୍ନାଥ ଧାମ, ନୀଳାଚଳ ଧାମ, କମ୍ଭୁ କଟକ
୦୩
ଇରମ
ରକ୍ତତୀର୍ଥ
୦୪
ଭୁବନେଶ୍ବର
ଚକ୍ରକ୍ଷେତ୍ର, ମନ୍ଦିରମାଳିନୀ ସହର, ଏକାମ୍ର କ୍ଷେତ୍ର
୦୫
କୋଣାର୍କ
ଅର୍କକ୍ଷେତ୍ର, ପଦ୍ମକ୍ଷେତ୍ର, ବ୍ଲାକ ପାଗୋଡ଼ା
୦୬
ଯାଜପୁର
ଗଦାକ୍ଷେତ୍ର, ବିରଜା କ୍ଷେତ୍ର
୦୭
କେନ୍ଦ୍ରାପଡ଼ା
ତୁଳସୀ କ୍ଷେତ୍ର, ବଳଦେବ ପୀଠ
୦୮
ଗୋରେଖନାଥ
ବିଭୂତିକ୍ଷେତ୍ର
୦୯
ରାଉରକେଲା
ଇସ୍ପାତ ନଗରୀ (ଷ୍ଟିଲ ସିଟି)
୧୦
ଦାରିଙ୍ଗିବାଡ଼ି
ଓଡ଼ିଶାର କାଶ୍ମୀର
୧୧
ଚିଲିକା
ବିହଙ୍ଗ ବିହାର
୧୨
କପିଳାସ
ଓଡ଼ିଶାର କୈଳାସ
୧୩
ଭଞ୍ଜନଗର
ରସୁଲକୋଣ୍ଡା
୧୪
ମହାନଦୀ
ଓଡ଼ିଶାର ଗଙ୍ଗା
୧୫
ଜଗତସିଂହପୁର
ବାଣୀକ୍ଷେତ୍ର, ହରିପୁର (ବ୍ରିଟିଶ ସମୟ)
୧୬
ଡୁଡୁମା
ମତ୍ସ୍ୟତୀର୍ଥ
୧୭
କୋରାପୁଟ
ସାବରକ୍ଷେତ୍ର
୧୮
ତାରାତାରିଣୀ
ସ୍ତନପୀଠ
୧୯
ବରୁଣେଈ
ସ୍ବର୍ଗଗଙ୍ଗା
୨୦
ନାରାୟଣୀ
ତନ୍ତ୍ରପୀଠ
୨୧
ଶାରଳା ପୀଠ
ଝଙ୍କଡ଼ ପୀଠ
୨୨
ଉତ୍କଳ ବିଶ୍ବବିଦ୍ୟାଳୟ
ବାଣୀବିହାର
୨୩
ସମ୍ବଲପୁର ବିଶ୍ବବିଦ୍ୟାଳୟ
ଜ୍ୟୋତିବିହାର
୨୪
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ
ଭଞ୍ଜବିହାର
୨୫
ଅନୁଗୁଳ
ଅଙ୍ଗୁଳିକା ପାଟଣା, ଅନୁଗୁଳ ପାଟିକା
୨୬
ବ୍ରହ୍ମପୁର
ରେଶମନଗରୀ
୨୭
କଟକ
ସିଲଭର ସିଟି, ମିଲେନିୟମ ସିଟି, ନ୍ୟାୟିକ ରାଜଧାନୀ, ବାଣିଜ୍ୟ କେନ୍ଦ୍ର
୨୮
ସମ୍ବଲପୁର
ହ୍ୟାଣ୍ଡଲୁମ ସିଟି, ହୀରାଖଣ୍ଡ
୨୯
ଗୁପ୍ତେଶ୍ବର
ଗୁପ୍ତ କେଦାର
୩୦
ରାଣୀପୁର ଝରିଆଲ
ସୋମା ତୀର୍ଥ
Back to main page
© 2026. All right reserved.