Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Odisha GK
List view
Language Section
ଓଡ଼ିଶାର ଆଦିବାସୀ ଜିଲା ଓ ସେମାନଙ୍କର ନୃତ୍ୟ Tribal districts of Odisha and their dance
କ୍ର.ସଂ
ଜାତି
ଜିଲା
୦୧
କନ୍ଧ
ଗଞ୍ଜାମ, ଗଜପତି, ଦେବଗଡ଼, କନ୍ଧମାଳ, ସମ୍ବଲପୁର, ବରଗଡ଼, ବାମଣ୍ଡା, ନୂଆପଡ଼ା ଓ ଫୁଲବାଣୀ
୦୨
ଗଦବା
ରାୟଗଡ଼ା, କୋରାପୁଟ ଓ ନବରଙ୍ଗପୁର
୦୩
ଭୂୟାଁ
ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼
୦୪
ପରଜା
ସମ୍ବଲପୁର, କଳାହାଣ୍ଡି ଓ କୋରାପୁଟ
୦୫
ଜୁଆଙ୍ଗ
କେନ୍ଦୁଝର, କୋରାପୁଟ ଓ ଢେଙ୍କାନାଳ
୦୬
କୋୟା
କୋରାପୁଟ
୦୭
କୋହ୍ଲ
କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଓ ଗଞ୍ଜାମ
୦୮
ଗଣ୍ଡ
ସମ୍ବଲପୁର, ବଲାଙ୍ଗିର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର
୦୯
ଓରାନ
ସୁନ୍ଦରଗଡ଼, ସମ୍ବଲପୁର ଓ ରାୟଗଡ଼ା
୧୦
ସଉରା
କୋରାପୁଟ, ଗଞ୍ଜାମ, ଗଜପତି, ନବରଙ୍ଗପୁର ଓ ରାୟଗଡ଼ା
୧୧
ସାନ୍ତାଳ
ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ନବରଙ୍ଗପୁର
୧୨
ବଣ୍ଡା
ମାଲକାନଗିରି
୧୩
ଭୂମିକା
ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବର
୧୪
ହୋ
କେନ୍ଦୁଝର ଓ ସୁନ୍ଦରଗଡ଼
ନୃତ୍ୟ
ଜାତି/ସମ୍ପ୍ରଦାୟ
୦୧
ପରଜା ନୃତ୍ୟ
କୋରାପୁଟ ଜିଲାର ଆଦିବାସୀ ମହିଳାମାନଙ୍କର ଏହି ନୃତ୍ୟ।
୦୨
ଘୁମୁରା ନୃତ୍ୟ
ଏହା କଳାହାଣ୍ଡି ଓ ନୂଆପଡ଼ା ଜିଲା ଆଦିବାସୀମାନଙ୍କର ପ୍ରିୟ ନୃତ୍ୟ
୦୩
ଡାଲଖାଇ ନୃତ୍ୟ
ଏହା ସମ୍ବଲପୁର ଅଞ୍ଚଳର ଆଦିବାସୀମାନଙ୍କର ଲୋକପ୍ରିୟ ନୃତ୍ୟ। ଫସଲ ଅମଳ ସମୟରେ ଉଭୟେ ପୁରୁଷ ଓ ସ୍ତ୍ରୀ ଏହି ନୃତ୍ୟରେ ଭାଗ ନେଇଥାନ୍ତି
୦୪
ଚାଙ୍ଗୁ ନୃତ୍ୟ
ଭୂୟାଁ ସମ୍ପ୍ରଦାୟର ଏହା ପ୍ରିୟ ନୃତ୍ୟ।
୦୫
ଢେମସା ନୃତ୍ୟ
ଗଦବା ସମ୍ପ୍ରଦାୟ ମଧ୍ୟରେ ଏହା ଏକ ପ୍ରଚଳିତ ନୃତ୍ୟ।
୦୬
ଧାଙ୍ଗଡ଼ା-ଧାଙ୍ଗଡ଼ୀ ନୃତ୍ୟ
କନ୍ଧ ସମ୍ପ୍ରଦାୟ ମଧ୍ୟରେ ଏହା ଏକ ପ୍ରଚଳିତ ନୃତ୍ୟ।ଉଭୟ ପୁରୁଷ ଓ ମହିଳା ଏଥିରେ ଅଂଶଗ୍ରହଣ କରିଥାନ୍ତି।
୦୭
କୋଇସାବାଡ଼ି ନୃତ୍ୟ
ଏହା ଗଣ୍ଡ ଓ ଭୂୟାଁ ସମ୍ପ୍ରଦାୟର ପ୍ରିୟ ନୃତ୍ୟ
୦୮
କୋୟା ନୃତ୍ୟ
ପୁରୁଷ ଆଦିବାସୀମାନଙ୍କର ଏହା ଏକ ଆନନ୍ଦବିଭୋର ନୃତ୍ୟ।
୦୯
କରମା ନୃତ୍ୟ
କୋହ୍ଲ ସମ୍ପ୍ରଦାୟର ବ୍ୟକ୍ତିମାନେ ଏହି ନୃତ୍ୟରେ ଭାଗ ନେଇଥାନ୍ତି।
Back to main page
© 2026. All right reserved.