Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Odisha GK
List view
Language Section
ଓଡ଼ିଶାର ସାହିତ୍ୟ ଓ ସାହିତ୍ୟିକ Odia Literature and Literary person
ଆଦିଯୁଗ (ନବମ ଶତାବ୍ଦୀରୁ ଚତୁର୍ଦଶ ଶତାବ୍ଦୀ)
ସାହିତ୍ୟିକ
ସାହିତ୍ୟ କୃତି ଓ ସୃଷ୍ଟି
ଲୁଇପା
କାୟାତରୁ ଚର୍ଯ୍ୟା
କାହ୍ନୁପା
ନୟବଳ ଓ ଡୋମ୍ବୀ ହେରୁକ ଚର୍ଯ୍ୟା
ଶବରୀପା
ମତ୍ତ ଶବର ମୃତ୍ୟୁ ଚର୍ଯ୍ୟା
ସରହପା
ନୌକା ଚର୍ଯ୍ୟା
ସାରଳା ଯୁଗ (ପଞ୍ଚଦଶ ଶତାବ୍ଦୀ)
ସାରଳା ଦାସ
ମହାଭାରତ, ଚଣ୍ଡୀ ପୁରାଣ ଓ ବିଲଙ୍କା ରାମାୟଣ
ବତ୍ସା ଦାସ
କଳସା ଚଉତିଶା
ମାର୍କଣ୍ଡ ଦାସ
କେଶବ କୋଇଲି
ଜୟଦେବ
ଗୀତଗୋବିନ୍ଦ
ପଞ୍ଚସଖା ଯୁଗ (୧୬୦୦ରୁ ୧୬୫୦
ଜଗନ୍ନାଥ ଦାସ
ଶ୍ରୀମଦ୍ ଭାଗବତ, ଗଜସ୍ତୁତି, ତୁଳାଭିଣା, ମୃଗଣୀ ସ୍ତୁତି, ଅର୍ଥ କୋଇଲି ଓ ଦାରୁବ୍ରହ୍ମ ଗୀତା
ବଳରାମ ଦାସ
ଦାଣ୍ଡୀ ରାମାୟଣ, ଗୁପ୍ତ ଗୀତା, ଅମରକୋଷ ଗୀତା, ବଟ ଅବକାଶ ଓ ଭାବ ସମୁଦ୍ର
ଅଚ୍ୟୁତା ନନ୍ଦ ଦାସ
ହରିବଂଶ, ଶୂନ୍ୟସଂହିତା ଓ ଶବ୍ଦବ୍ରହ୍ମ ସଂହିତା
ଅନନ୍ତ ଦାସ
ହେତୁଦୋୟ ଭାଗବତ
ଯଶୋବନ୍ତ ଦାସ
ଗୋବିନ୍ଦ ଚନ୍ଦ୍ର, ପ୍ରେମଭକ୍ତି ଓ ବ୍ରହ୍ମଗୀତା
ଶିଶୁ ଅନନ୍ତ ଦାସ
-
କାର୍ତ୍ତିକ ଦାସ
ରୁକ୍ମିଣୀ ବିଭା
ପୀତାମ୍ବର ଦାସ
ନୃସିଂହ ପୁରାଣ
ଧନଞ୍ଜୟ ଭଞ୍ଜ
ଇଚ୍ଛାବତୀ ରଘୁନାଥ ବିଳାସ
ରୀତିଯୁଗ (୧୬୫୦ରୁ ୧୮୮୦)
ଦୀନକୃଷ୍ଣ ଦାସ
ରସକଲ୍ଲୋଳ, ନାବକେଳି, ପ୍ରସ୍ତାବସିନ୍ଧୁ, ରସବିନୋଦ, ନାମରତ୍ନ ଗୀତା ଓ ଆର୍ତ୍ତତ୍ରାଣ ଚଉତିଶା
ଉପେନ୍ଦ୍ର ଭଞ୍ଜ
ବୈଦେହୀଶ ବିଳାସ, ଲାବଣ୍ୟବତୀ, ପ୍ରେମ ସୁଧାନିଧି, ରସିକ ହାରାବଳୀ, ସୁଭଦ୍ରା ପରିଣୟ, ରସପଞ୍ଚକ, ଚନ୍ଦ୍ରକଳା, ଚିତ୍ରଲେଖା ଓ କୋଟୀ ବ୍ରହ୍ମାଣ୍ଡ ସୁନ୍ଦରୀ
ଭକ୍ତ ଚରଣ ଦାସ
ମଥୁରା ମଙ୍ଗଳ ଓ ମନବୋଧ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଗୋପାଳକୃଷ୍ଣ ପଦାବଳୀ
ଯଦୁମଣି ମହାପାତ୍ର
ରାଘବ ବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର
ବଳଦେବ ରଥ
କିଶୋର ଚନ୍ଦ୍ରାନନ ଚମ୍ପୁ, ଚନ୍ଦ୍ରକଳା, ସଙ୍ଗୀତ କଳ୍ପଲତା ଓ ଚୌପଦୀ ରତ୍ନାକର
ଭୀମ ଭୋଇ
ସ୍ତୁତି ଚିନ୍ତାମଣି, ବ୍ରହ୍ମ ନିରୂପଣ ଗୀତା, ଆଦିଅନ୍ତ ଗୀତା ଓ ଭଜନମାଳା
ଅର୍ଜୁନ ଦାସ
ରାମ ବିଭା ଓ କଳ୍ପଲତା
ଦେବଦୁର୍ଲ୍ଲଭ ଦାସ
ରହସ୍ୟ ମଞ୍ଜରୀ
ପୁରୁଷୋତ୍ତମ ଦାସ
କାଞ୍ଚିକାବେରୀ
ଶିଶୁ ଶଙ୍କର ଦାସ
ଉଷାବିଳାସ
ଶ୍ରହରି ଦାସ
ମୟୂରଚନ୍ଦ୍ରିକା
ଦନେଇ ଦାସ
ଗୋପୀଭାଷା
ଘନ ଭଞ୍ଜ
ଗୋବିନ୍ଦ ବିଳାସ
ବ୍ରଜନାଥ ବଡ଼ଜେନା
ସମରତରଙ୍ଗ, ଅମ୍ବିକା ବିଳାସ ଓ ଚତୁର ବିନୋଦ
ବିଶ୍ବନାଥ ଖୁଣ୍ଟିଆ
ବିଚିତ୍ର ରାମାୟଣ
ଆଧୁନିକ ଯୁଗ (୧୮୮୦-୧୯୦୯)
ରାଧାନାଥ ରାୟ
ମହାଯାତ୍ରା, ଚିଲିକା, ଉଷା, ନନ୍ଦିକେଶରୀ, ଦରବାର, ଚନ୍ଦ୍ରଭାଗା, ପାର୍ବତୀ, କେଦାରଗୌରୀ
ଫକୀର ମୋହନ ସେନାପତି
ଛ’ମାଣ ଆଠଗୁଣ୍ଠ, ମାମୁ, ପ୍ରାୟଶ୍ଚିତ, ଲଛମା, ଆତ୍ମଜୀବନୀ ଚରିତ ଓ ମୁଁ ହାଟ ବାହୁଡ଼ା
ମଧୁସୂଦନ ରାଓ
କୁସୁମାଞ୍ଜଳି, ଉତ୍କଳ ଗାଥା, ବସନ୍ତ ଗାଥା, ଛାନ୍ଦମାଳା ଓ ବର୍ଣ୍ଣବୋଧ
ଜଗମୋହନ ଲାଲା
ବାବାଜୀ (ନାଟକ)
ଗଙ୍ଗାଧର ମେହେର
ତପସ୍ବିନୀ, ପ୍ରଣୟ ବଲ୍ଲରୀ, ଇନ୍ଦୁମତୀ, କୀଚକବଧ ଓ ଉତ୍କଳ ଲକ୍ଷ୍ମୀ
ନନ୍ଦକିଶୋର ବଳ
ନିର୍ଝରିଣୀ, ପଲ୍ଲୀଚିତ୍ର, ଶର୍ମିଷ୍ଠା, ସୀତା ବନବାସ ଓ କନକଲତା
ପଦ୍ମଚରଣ ପଟ୍ଟନାୟକ
ସୂର୍ଯ୍ୟମୁଖୀ
ଚିନ୍ତାମଣି ମହାନ୍ତି
ରୁପାଚୁଡ଼ି ଓ ଉତ୍କଳ କମଳା
ଗୋପାଳଚନ୍ଦ୍ର ପ୍ରହରାଜ
ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
ସତ୍ୟବାଦୀ ଯୁଗ (୧୯୧୦-୧୯୨୧)
ଗୋପବନ୍ଧୁ ଦାସ
ଧର୍ମପଦ, ଅବକାଶ ଚିନ୍ତା, ବନ୍ଦୀର ଆତ୍ମକଥା, ଗୋ ମାହାତ୍ମ୍ୟ, ବନ୍ଦୀର ସ୍ବଦେଶ ଚିନ୍ତା ଓ କାରା କବିତା
ଗୋଦାବରୀଶ ମିଶ୍ର
ଆଲେଖିକା, କଳିକା, କିଶଳୟ
ନୀଳକଣ୍ଠ ଦାସ
କୋଣାର୍କେ, ଆର୍ଯ୍ୟଜୀବନ ପ୍ରଣୟିନୀ, ଖାରବେଳ ଓ ଭଗବତ୍ ଗୀତା
କୃପାସିନ୍ଧୁ ମିଶ୍ର
ଓଡ଼ିଶାର ଇତିହାସ ଓ ବାରବାଟୀ
ଲକ୍ଷ୍ମୀକାନ୍ତ ମହାପାତ୍ର
କଣାମାମୁ ଓ ଜୀବନ ସଙ୍ଗୀତ
ଗୋଦାବରୀଶ ମହାପାତ୍ର
ନୀଳ ମାଷ୍ଟ୍ରରାଣୀ, କଣ୍ଟାଫୁଲ, ବଙ୍କା ଓ ସିଧା ଓ ହାଣ୍ଡିଶାଳାରେ ବିପ୍ଳବ
କୁନ୍ତଳା କୁମାରୀ ସାବତ
ରଘୁ ଅରକ୍ଷିତ, ପ୍ରେମ ଚିନ୍ତାମଣି, ମଣିକାଞ୍ଚନ, ଅର୍ଚ୍ଚନା ସ୍ଫୁଲିଙ୍ଗ, ଆହ୍ବାନ ଓ ପରଶମଣି
ମାୟାଧର ମାନସିଂହ
ଧୂପ, ହେମଶସ୍ୟ, ପୂଜାରିଣୀ, ପୁଷ୍ପିତା, ମାଟିବାଣୀ, ସାଧବ ଝିଅ, କମଳାୟନ ଓ ହେମପୁଷ୍ପ
ଭଗବତୀ ଚରଣ ପାଣିଗ୍ରାହୀ
ଶିକାର
ସବୁଜ ଯୁଗ (୧୯୨୧-୧୯୩୫)
କାଳିନ୍ଦୀ ଚରଣ ପାଣିଗ୍ରାହୀ
ମାଟିର ମଣିଷ, ଲୁହାର ମଣିଷ, ମୋ କବିତା, ମନେନାହିଁ ରାଶିଫଳ, ଆଜିର ମଣିଷ, ମନେନାହିଁ ମହାଦୀପ ଓ ମୁକ୍ତାଗଡ଼ର କ୍ଷୁଧା
ବୈକୁଣ୍ଠନାଥ ପଟ୍ଟନାୟକ
କାବ୍ୟ ସଞ୍ଚୟନ, ଉତ୍ତରାୟଣ, ମୁକ୍ତିପଥେ
ଅନ୍ନଦା ଶଙ୍କର ରାୟ
ସ୍ବପ୍ନ, ମାନସୀ ଓ ମୁଁ, ସ୍ବପ୍ନ, ପ୍ରଳୟ, ଚକ୍ରୀ
ଡକ୍ଟର ହରେକୃଷ୍ଣ ମହତାବ
ଅବ୍ୟାପାର, ଟାଉଟର, ଆନନ୍ଦ ସନ୍ଧାନେ, ପ୍ରତିଭା, ତୃତୀୟପର୍ବ, ସାଧନାର ପଥେ, ନୂତନ ଧର୍ମ, ଆରବ ସାଗରରୁ ଚିଲିକା, ଗାଁ ମସଲିସ୍ ଓ ଓଡ଼ିଶା ଇତିହାସ
ଅଶ୍ବିନୀ କୁମାର ଘୋଷ
କଳା ପାହାଡ଼ ଓ ପାଇକ ପୁଅ
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ଭାତ, ଅଭିଯାନ, ରକ୍ତମାଟି
କୃଷ୍ଣପ୍ରସାଦ ବସୁ
ଚୁମ୍ବନ ଓ କୁମ୍ଭାର ଚକ, ହରି ଅନ୍ବେଷଣ, ହରିଶ୍ଚନ୍ଦ୍ର, ଶକୁନ୍ତଳା ଓ ଆଖଡ଼ା ଘରେ ବୈଠକ
ପ୍ରଗତି ଯୁଗ (୧୯୩୬-୧୯୪୭)
ସଚ୍ଚିଦାନନ୍ଦ ରାଉତରାୟ
ବାଜି ରାଉତ, ଚିତ୍ରଗ୍ରୀବ, ପାଣ୍ଡୁଲିପି, ରକ୍ତଶିକ୍ଷା, ପଲ୍ଲିଶ୍ରୀ, ଏସିଆର ସ୍ବପ୍ନ, ମାଟିର ତାଜ୍, ମଶାଣିର ଫୁଲ, ମଲ୍ଲା କଇଁ, କବିତା ୧୯୬୨
ରାଧାମୋହନ ଗଡ଼ନାୟକ
କୈଶୋରିକା, ଉତ୍କଳିକା, ଶାମୁକାର ସ୍ବପ୍ନ, ସୂର୍ଯ୍ୟ ଓ ଅନ୍ଧକାର ଓ ପଶୁପକ୍ଷୀର କାବ୍ୟ
ସତ୍ୟାନନ୍ଦ ଚମ୍ପତିରାୟ
ତାଜମହଲ ଓ ଯମୁନା
ଅନନ୍ତ ପଟ୍ଟନାୟକ
ଶାନ୍ତିଶିଖା, ଅଲୋଡ଼ା ଲୋଡ଼ା, ଛାଇର ଛିଟା, ଅବାନ୍ତର ଓ ତର୍ପଣ କରେ
ଗୁରୁପ୍ରସାଦ ମହାନ୍ତି
ସମୁଦ୍ର ସ୍ନାନ ଓ କାଳପୁରୁଷ
ଭାନୁଜୀ ରାଓ
ନୂତନ କବିତା ଓ ନଈ ଆରପାରି
ବିନୋଦ ନାୟକ
ନୀଳଚନ୍ଦ୍ରର ଉପତ୍ୟକା, ସାତ ତାରାର ଦ୍ବୀପ, ସରୀସୃପ ଓ ନନ୍ଦାଦେବୀ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ଆହୁତି, ଅଗ୍ନିଶଙ୍ଖ
ବୀର କିଶୋର ଦାସ
ବିଦ୍ରୋହ ବୀଣା, ରଣଦୁନ୍ଦୁଭି, ରଣଭେରୀ ଓ ମୋହନ ବଂଶୀ
ଉତ୍ତର ଆଧୁନିକ ଯୁଗ (୧୯୪୭ - ୨୦୦୦)
ରମାକାନ୍ତ ରଥ
କେତେଦିନର, ଅନେକ କୋଠରି, ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର ଓ ଶ୍ରୀରାଧା
ସୀତାକାନ୍ତ ମହାପାତ୍ର
ଅଷ୍ଟପଦୀ, ଚିତ୍ରନଦୀ, ସମୁଦ୍ର, ସୂର୍ଯ୍ୟ ତୃଷ୍ଣା, ଶବ୍ଦର ଆକାଶ, ଅସରନ୍ତି ପିଲାଦିନ ଓ ଆରଦୃଶ୍ୟ
ସୌଭାଗ୍ୟ କୁମାର ମିଶ୍ର
ନଈପହଁରା, ଆତ୍ମନେପଦୀ, ଅନ୍ଧ ମହୁମାଛି, ଦ୍ବାସୂପର୍ଣ୍ଣା
ରାଜେନ୍ଦ୍ର କିଶୋର ପଣ୍ଡା
ରଣଦେବତା, ଚୌକାଠରେ ଚିରକାଳ, ଶୈଳକଳ୍ପ ଓ ଅନ୍ୟା
ବ୍ରଜନାଥ ରଥ
ମରୁ ଗୋଲାପ ଓ ଅନ୍ୟାନ୍ୟ କବିତା, ନିଜସ୍ବ ସଂଳାପ, ହେ ମହାଜୀବନ, ମନର ମାନଚିତ୍ର ଓ ଲଘୁଶତକ
ରବି ସିଂ
ଚରମପତ୍ର, ପଥପ୍ରାନ୍ତର କବିତା, ଅଗ୍ନିଦେବ, ବିଷବାଣୀ, ଭୃକୁଟୀ, କେବଳ ସଂଗ୍ରାମ ଓ ତାରକାର ଲୁହ
ଦୀପକ ମିଶ୍ର
ଧୂଳିର ସିଂହାସନ, କପଟ ସୂର୍ଯ୍ୟାସ୍ତ, ଅରଣା ମଇଁଷି ଓ ବୃତ୍ତ
ଜଗନ୍ନାଥ ପ୍ରସାଦ ଦାସ
ପ୍ରଥମ ପୁରୁଷ, ଅନ୍ୟସବୁ ମୃତ୍ୟୁ, ସ୍ଥିର ଚିତ୍ର
ଚିନ୍ତାମଣି ବେହେରା
ନୀଳଲୋହିତ, ଶ୍ବେତପଦ୍ମ
କମଳାକାନ୍ତ ଲେଙ୍କା
ଉତ୍ତରଣ, ସୁନାଫସଲ, ନୀଳ ସହ ସାକ୍ଷାତକାର, ସ୍ରୋତର ନାମ ଋତୁ, ଗୀତ ଗା’ ନାରେ ପକ୍ଷୀ
ଅମରେଶ ପଟ୍ଟନାୟକ
ମଣିଷ ଆଙ୍ଗୁଳେ
ସରୋଜ ରଞ୍ଜନ ମହାନ୍ତି
ବାଇଗେଣୀ ଋତୁ, କାଗଜ ଡଙ୍ଗାର ଶୋକ, ଫୁଲ ଫୁଟାଇବା ମନା
ହରିହର ମିଶ୍ର
ଲାଲ କଢ଼ର ତପସ୍ୟା
ବିଜୟ କୁମାର ମିଶ୍ର
ବୀର ସହିଦ ଲକ୍ଷ୍ମଣ ନାୟକ, ଚିରନମସ୍ୟା ମଦର ଟେରେସା
ସଦାଶିବ ଦାସ
ଷଷ୍ଠ ଚେତନା
ପ୍ରସନ୍ନ କୁମାର ପାଟ୍ଟଶାଣୀ
ସାପ ଗାତର ସକାଳ, ଦେଖାହେଲେ କହିବି ସେକଥା, ରକ୍ତପଥ
ହୋସେନ ରବି ଗାନ୍ଧୀ
ମୁକ୍ତ ପୂର୍ବାଶା
ଶୁଭେନ୍ଦୁ ମୁଣ୍ଡ
ଶବ୍ଦ ନିଃଶବ୍ଦ
ପ୍ରମୋଦ କୁମାର ମହାନ୍ତି
କ୍ରମଶଃ
ବିବେକ ଜେନା
ପବନର ଘର
ନିତ୍ୟାନନ୍ଦ ନାୟକ
ତ୍ରସ୍ତ ପଦ୍ମାସନ
ଶତ୍ରୁଘ୍ନ ପାଣ୍ଡବ
ପଦ୍ମ ପାଲିଙ୍କି
ପ୍ରହରାଜ ସତ୍ୟନାରାୟଣ ନନ୍ଦ
ଅଧଃପତନର ଛନ୍ଦ
ନୃସିଂହପ୍ରସାଦ ତ୍ରିପାଠୀ
ପୂର୍ବଦିଗ
ଉମାଶଙ୍କର ପଣ୍ଡା
ନିଃଶବ୍ଦ ନୁପୂର
ଶ୍ରୀନିବାସ ଉଦ୍ଗାତା
ପ୍ରତିମା ଅପ୍ରତିମା ଋତମ୍
ଭଗବାନ ଜୟସିଂହ
ଘୋଷଯାତ୍ରା
ନୃସିଂହ କୁମାର ରଥ
ପୂର୍ବାଶାର ଗୀତ
ବସନ୍ତ କୁମାରୀ ଦେବୀ
ବିପାଶା
Back to main page
© 2026. All right reserved.