Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Odisha GK
List view
Language Section
Eminent Odia Personalities & titles ଓଡ଼ିଶାର କୃତୀ ସନ୍ତାନ ଓ ଉପାଧି
କ୍ର.ସଂ
ନାମ
ଉପାଧି
୦୧
ସାରଳା ଦାସ
ଆଦିକବି, ଶୂଦ୍ରମୁନି
୦୨
ଜଗନ୍ନାଥ ଦାସ
ଅତୀବଡ଼ୀ
୦୩
ଉପେନ୍ଦ୍ର ଭଞ୍ଜ
କବି ସମ୍ରାଟ
୦୪
ବଳଦେବ ରଥ
କବିସୂର୍ଯ୍ୟ
୦୫
କାଳୀଚରଣ ପଟ୍ଟନାୟକ
କବିଚନ୍ଦ୍ର
୦୬
ରାଧାନାଥ ରାୟ
କବିବର
୦୭
କୃଷ୍ଣପ୍ରସାଦ ବସୁ
କବି ମଞ୍ଜୁଳ
୦୮
ଚିନ୍ତାମଣି ମହାନ୍ତି
କବି ଶେଖର
୦୯
ଭୀମ ଭୋଇ
ସନ୍ଥକବି
୧୦
ଫକୀର ମୋହନ ସେନାପତି
ବ୍ୟାସକବି
୧୧
ବୈଷ୍ଣବ ପାଣି
ଗଣକବି
୧୨
ନନ୍ଦକିଶୋର ବଳ
ପଲ୍ଲୀକବି
୧୩
ଗଙ୍ଗାଧର ମେହେର
ସ୍ବଭାବ କବି
୧୪
ଲକ୍ଷ୍ମୀକାନ୍ତ ମହାପାତ୍ର
କାନ୍ତକବି
୧୫
ମଧୁସୂଦନ ରାଓ
ଭକ୍ତକବି
୧୬
ଗୋପାଳକୃଷ୍ଣ ପଟ୍ଟନାୟକ
ଗୀତିକବି
୧୭
ଶ୍ୟାମସୁନ୍ଦର ଦାସ
କିଶୋର କବି
୧୮
ସାଲବେଗ
ଯବନ କବି/ଭକ୍ତ କବି
୧୯
ଗୋଦାବରୀଶ ମିଶ୍ର
ଗାଥାକବି
୨୦
ବୀର କିଶୋର ଦାସ
ଜାତୀୟ କବି
୨୧
ମାୟାଧର ମାନସିଂହ
ପ୍ରେମିକ କବି
୨୨
ଯଦୁମଣି ମହାପାତ୍ର
ଆଶୁକବି
୨୩
ଗୋପବନ୍ଧୁ ଦାସ
ବାସ୍ତବବାଦୀ କବି, ଉତ୍କଳମଣି
୨୪
ଗୋଦାବରୀଶ ମହାପାତ୍ର
ବ୍ୟଙ୍ଗକବି
୨୫
ରାଧାମୋହନ ଗଡ଼ନାୟକ
ଛନ୍ଦକବି
୨୬
ଅଭିମନ୍ୟୁ ସାମନ୍ତସିଂହାର
ବିଦଗ୍ଧ କବି
୨୭
ବାଳକୃଷ୍ଣ ଦାସ
ଗାୟକ ସୁଧାକର
୨୮
ରଘୁନାଥ ପାଣିଗ୍ରାହୀ
ଗାୟକ ଶିରୋମଣି
୨୯
ହରିନାଥ
ଗାୟକ ସମ୍ରାଟ
୩୦
ନିରଞ୍ଜନ କର
ଗାୟକ ରତ୍ନ
୩୧
ଜଗନ୍ନାଥ ବେହେରା
ଗାୟକ ଭାସ୍କର
୩୨
ରଘୁନାଥ ମଣ୍ଡା
ନାଟ୍ୟାଚାର୍ଯ୍ୟ
୩୩
ଅଶ୍ବିନୀ କୁମାର ଘୋଷ
ନାଟ୍ୟ ଭାରତୀ
୩୪
ଉମାକାନ୍ତ ବେହେରା
ନାଟ୍ୟ ଭୂଷଣ
୩୫
ମଧୁସୂଦନ ଦାସ
ଉତ୍କଳ ଗୌରବ
୩୬
ପଦ୍ମଚରଣ ପଟ୍ଟନାୟକ
ଉତ୍କଳ ଭୀମ
୩୭
ଡ. ହରେକୃଷ୍ଣ ମହତାବ
ଉତ୍କଳ କେଶରୀ
୩୮
କୁନ୍ତଳା କୁମାରୀ ସାବତ
ଉତ୍କଳ ଭାରତୀ
୩୯
ବାରିଷ୍ଟର ବିଶ୍ବନାଥ ମିଶ୍ର
ଉତ୍କଳ ରତ୍ନ
୪୦
ଗଜପତି କୃଷ୍ଣଚନ୍ଦ୍ର ନାରାୟଣ ଦେବ
ଉତ୍କଳ ନିର୍ମାତା
୪୧
ଗୌରୀ କୁମାର ବ୍ରହ୍ମା
ଉତ୍କଳ ବାଚସ୍ପତି
୪୨
ଗୌରୀଶଙ୍କର ରାୟ
କର୍ମବୀର
୪୩
ବିଜୁ ପଟ୍ଟନାୟକ
ଭୂମିପୁତ୍ର/କଳିଙ୍ଗର ବରପୁତ୍ର
୪୪
ସୁଭାଷଚନ୍ଦ୍ର ବୋଷ
ନେତାଜୀ
୪୫
ଡ. କୁଞ୍ଜବିହାରୀ ଦାସ
ଲୋକରତ୍ନ
୪୬
ସାମନ୍ତ ଚନ୍ଦ୍ରଶେଖର ସିଂହ
ପଠାଣି ସାମନ୍ତ
୪୭
ସ୍ବାମୀ ବିଚିତ୍ରାନନ୍ଦ ଦାସ
ଆଦିନେତା
୪୮
କବି ଗୋଲକ ପ୍ରଧାନ
ଦ୍ବିତୀୟ ଭଞ୍ଜ
୪୯
ନିମାଇଁ ଚରଣ ହରିଚନ୍ଦନ
ବାଣୀକଣ୍ଠ
୫୦
ସଂଯୁକ୍ତା ପାଣିଗ୍ରାହୀ
ନୃତ୍ୟ ପ୍ରବୀଣା
୫୧
ବାଞ୍ଛାନିଧି ଶତପଥୀ
କଳାନିଧି
୫୨
ଭଗବାନ ପତି
ବସନ୍ତ କୋକିଳ
୫୩
ରାଧାରାଣୀ ଦେବୀ
ମଞ୍ଚଶ୍ରୀ
Back to main page
© 2026. All right reserved.