Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Odisha GK
List view
Language Section
First Woman Person & Personalities ପ୍ରଥମ ମହିଳା ବ୍ୟକ୍ତି ଏବଂ ବ୍ୟକ୍ତିତ୍ୱ
କ୍ର.ସଂ
ନାମ
କ୍ଷେତ୍ର
୦୧
ତ୍ରିଭୂବନ ମହାଦେବୀ
ଶାସକ
(843–845 A.D.).
୦୨
ରମାଦେବୀ
ନେତ୍ରୀ
୦୩
ସରଳା ଦେବୀ
ବିଧାୟକ
(୧୯୩୭)
୦୪
ନନ୍ଦିନୀ ଶତପଥୀ
ମୁଖ୍ୟମନ୍ତ୍ରୀ
୦୫
କୁନ୍ତଳା କୁମାରୀ ସାବତ
ଡାକ୍ତର
୦୬
ମାଧବୀ ଦାସ
କବୟିତ୍ରୀ
୦୭
ବୀଣାଦେବୀ
ଆକାଶବାଣୀ ଷ୍ଟେସନ ଡାଇରେକ୍ଟର
୦୮
ଊର୍ମିଳା ଦାସ
ବାରିଷ୍ଟର
୦୯
ଅମୀୟା କୁମାରୀ ପାଢ଼ୀ
ହାଇକୋର୍ଟ ଜଜ୍
୧୦
ଶୈଳବାଳା ଦାସ
ବିଲାତ ଯାତ୍ରା
୧୧
ଗିରିବାଳା ମହାନ୍ତି
ପାଇଲଟ୍
୧୨
ପ୍ରଜ୍ଞାପାରମିତା ଦାସ
ଆଇଏଏସ
୧୩
ଶୈଳବାଳା ଦାସ
ପ୍ରଧାନ ଶିକ୍ଷୟିତ୍ରୀ
୧୪
କୁନ୍ତଳା କୁମାରୀ ସାବତ
ଔପନ୍ୟାସିକା (ରଘୁ ଅରକ୍ଷିତ)
୧୫
ସରୋଜିନୀ ପ୍ରଧାନ
ଖଣି ମାଲିକ
୧୬
ମିନତି ମହାପାତ୍ର
ଅର୍ଜୁନ ପୁରସ୍କାରପ୍ରାପ୍ତ
୧୭
ସୌମ୍ୟ ମିଶ୍ର
ଆଇପିଏସ ଅଫିସର
୧୮
ଚନ୍ଦ୍ରମଣି ନାରାୟଣ ସ୍ବାମୀ
ଜିଲାପାଳ
୧୯
ନିର୍ମଳା ନାୟକ
ଓଡ଼ିଆ ମହିଳା ଅଧ୍ୟକ୍ଷା
୨୦
ସରସ୍ବତୀ ହେମ୍ବ୍ରମ
ଆଦିବାସୀ ମନ୍ତ୍ରୀ
୨୧
ସୁଧାଂଶୁବାଳା ଦାସ
ଓକିଲ
୨୨
କଳ୍ପନା ଦାସ
ଏଭେରେଷ୍ଟ ଆରୋହଣକାରୀ
୨୩
ଡଲି ଜେନା
ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ
୨୪
ବସନ୍ତ ମଞ୍ଜରୀ ଦେବୀ
କ୍ୟାବିନେଟ ମନ୍ତ୍ରୀ
୨୫
ପାର୍ବତୀ ଘୋଷ
ଚଳଚ୍ଚିତ୍ର ପ୍ରଡ୍ୟୁସର
୨୬
ପ୍ରତିଭା ରାୟ
ମୂର୍ତ୍ତିଦେବୀ ପୁରସ୍କାରପ୍ରାପ୍ତ
୨୭
ନିହାରବାଳା ନାୟକ
ଗ୍ରାଜୁଏଟ୍
୨୮
ନର୍ମଦା କର ଓ ଚନ୍ଦ୍ରମୁଖୀ ଷଡ଼ଙ୍ଗୀ
ଏଣ୍ଟ୍ରାନ୍ସ ପାସ୍
୨୯
ଜୟନ୍ତୀ ପଟ୍ଟନାୟକ
ନିଖିଳ ଭାରତ ମହିଳା କଂଗ୍ରେସର ସଭାନେତ୍ରୀ
୩୦
ନିବେଦିତା ଆଚାର୍ଯ୍ୟ
ସାହିତ୍ୟରେ ଡକ୍ଟରେଟ୍
୩୧
ଜ୍ୟୋତ୍ସ୍ନା ଦେଈ
ସର୍ଜନ
୩୨
ରୂପା ମିଶ୍ର
ଆଇଏଏସ ଟପ୍ପର
୩୩
ଲକ୍ଷ୍ମୀ ମୁଖି
ଜେଲର
୩୪
କିରଣ ମନୀଷା ମହାନ୍ତି
ଚେସ୍ ଗ୍ରାଣ୍ଡ ମାଷ୍ଟର
୩୫
ଡ. ପ୍ରିୟମ୍ବଦା ମହାନ୍ତି ହେଜମାଦି
ଚାନ୍ସେଲର
୩୬
ସୁଧିରା ଦାସ
ଇଞ୍ଜିନିୟର
Back to main page
© 2026. All right reserved.