Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1
2
3
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Odisha GK
List view
Language Section
First odia ପ୍ରଥମ ଓଡ଼ିଆ
କ୍ର.ସଂ
ପ୍ରଥମ
ନାମ
୦୧
ଓଡ଼ିଆ ସମ୍ରାଟ
ଐର ମହାମେଘବାହନ ଖାରବେଳ
୦୨
ରାଜ୍ୟପାଳ
ଡକ୍ଟର ହରେକୃଷ୍ଣ ମହତାବ
ମୁଖ୍ୟମନ୍ତ୍ରୀ
(ସ୍ବାଧୀନତା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ କୁହାଯାଉଥିଲା)
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ
ମୁଖ୍ୟମନ୍ତ୍ରୀ
ଡ. ହରେକୃଷ୍ଣ ମହତାବ
ମନ୍ତ୍ରୀ
ଉତ୍କଳ ଗୌରବ ମଧୁସୂଦନ ଦାସ
ମନ୍ତ୍ରି ପଦ ତ୍ୟାଗ କରିଥିବା ବ୍ୟକ୍ତି
ଉତ୍କଳ ଗୌରବ ମଧୁସୂଦନ ଦାସ
ବିଏ, ଏମଏ ଉପାଧି, ଓକିଲ, ବିଲାତ ଯାତ୍ରା, ବ୍ୟବସ୍ଥାପକ
ଉତ୍କଳ ଗୌରବ ମଧୁସୂଦନ ଦାସ
ଓଡ଼ିଆ ବାବୁ
ମଧୁବାବୁ (ଉତ୍କଳ ଗୌରବ ମଧୁସୂଦନ ଦାସ)
ପ୍ରଥମ ଓଡ଼ିଆ କ୍ୟାବିନେଟ ମନ୍ତ୍ରୀ
ଡକ୍ଟର ହରେକୃଷ୍ଣ ମହତାବ
ପ୍ରଥମ ଓଡ଼ିଆ ମହାମହୋପାଧ୍ୟାୟ
ସାମନ୍ତ ଚନ୍ଦ୍ରଶେଖର ସିଂହ
ପ୍ରଥମ ଓଡ଼ିଆ ଗ୍ରାଜୁଏଟ ଡାକ୍ତର
ଡକ୍ଟର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
ପ୍ରଥମ ଓଡ଼ିଶା ବିଧାନସଭା ବାଚସ୍ପତି
ନନ୍ଦକିଶୋର ଦାସ
ପ୍ରଥମ ଓଡ଼ିଆ ବିଶ୍ବବିଦ୍ୟାଳୟ କୁଳପତି
ଡକ୍ଟର ପ୍ରାଣକୃଷ୍ଣ ପରିଜା
ପ୍ରଥମ ଓଡ଼ିଆ ବୈଜ୍ଞାନିକ
ଡକ୍ଟର ପ୍ରାଣକୃଷ୍ଣ ପରିଜା
ଲୋକସଭାରେ ପ୍ରଥମ ଓଡ଼ିଆ ବାଚସ୍ପତି
ରବି ରାୟ
ହାଇକୋର୍ଟର ପ୍ରଥମ ଓଡ଼ିଆ ମୁଖ୍ୟ ବିଚାରପତି
ମାନ୍ୟବର ବୀର କିଶୋର ରାୟ
ପ୍ରଥମ ଡକ୍ଟରେଟ ଉପାଧିପ୍ରାପ୍ତ ଓଡ଼ିଆ
ଚୌଧୁରୀ ଜଗନ୍ନାଥ ଦାସ (ଭିଙ୍ଗାରପୁର)
ପ୍ରଥମ ଓଡ଼ିଆ ଅଧ୍ୟାପକ
ଅଧ୍ୟାପକ କାଶୀନାଥ ଦାସ
ପ୍ରଥମ ଓଡ଼ିଆ ଇଞ୍ଜିନିୟର ଗ୍ରାଜୁଏଟ୍
ମାଧବ ଚନ୍ଦ୍ର ପଟ୍ଟନାୟକ
ପ୍ରଥମ ଓଡ଼ିଆ ଆଇସିଏସ ଅଫିସର
ନୀଳମଣି ସେନାପତି
ପ୍ରଥମ ଓଡ଼ିଆ ଆଇଏଏସ ଅଫିସର
ଶ୍ୟାମଚନ୍ଦ୍ର ତ୍ରିପାଠୀ
ପ୍ରଥମ ଓଡ଼ିଆ ଏଣ୍ଟ୍ରାନ୍ସ ପାସ୍ କରିଥିବା ଛାତ୍ର
ବନମାଳୀ ସିଂହ (ଢେଙ୍କାନାଳ)
ପ୍ରଥମ ଓଡ଼ିଆ କଲେଜ ଅଧ୍ୟକ୍ଷ
ଡକ୍ଟର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
ପ୍ରଥମ ଓଡ଼ିଆ ମେଡ଼ିକାଲ କଲେଜ ଅଧ୍ୟକ୍ଷ
ଡକ୍ଟର ସୁରେନ୍ଦ୍ର ନାରାୟଣ ଆଚାର୍ଯ୍ୟ
ପ୍ରଥମ ଓଡ଼ିଆ ବାରିଷ୍ଟର
ବିଶ୍ବନାଥ ମିଶ୍ର
ପ୍ରଥମ ଓଡ଼ିଆ ଚିଫ୍ ସେକ୍ରେଟାରୀ
ନାଗରୀ ମୋହନ ପଟ୍ଟନାୟକ
ପ୍ରଥମ ଓଡ଼ିଆ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ସାହିତ୍ୟିକ
ଗୋପୀନାଥ ମହାନ୍ତି
ପ୍ରଥମ ଓଡ଼ିଆ ଏୟାର ମାର୍ଶାଲ
ସରୋଜ ଜେନା
ପ୍ରଥମ ଓଡ଼ିଆ ଭାଇସ୍ ଆଡମିରାଲ
ହରିହର ଶର୍ମା
ଲାୟନ୍ସ କ୍ଲବର ପ୍ରଥମ ଓଡ଼ିଆ ରାଜ୍ୟପାଳ
ବସନ୍ତ କୁମାର ପାଣିଗ୍ରାହୀ
ପ୍ରଥମ ଓଡ଼ିଆ ଆଇଏଫଏସ
ଲଲାଟେନ୍ଦୁ ମାନସିଂହ
ଆଇଏଏସରେ ପ୍ରଥମ ସ୍ଥାନ ପାଇଥିବା ପ୍ରଥମ ଓଡ଼ିଆ
ଲଲାଟେନ୍ଦୁ ମାନସିଂହ
ପ୍ରଥମ ଓଡ଼ିଆ ଐତିହାସିକ
ପ୍ୟାରୀମୋହନ ଆଚାର୍ଯ୍ୟ
ପ୍ରଥମ ଓଡ଼ିଆ ସାର୍ ଉପାଧିପାପ୍ତ
ବାମଣ୍ଡା ରାଜା ସାର୍ ସୁଢଳଦେବ
ସ୍ବାଧୀନତା ଆନ୍ଦୋଳନରେ ପ୍ରାଣଦଣ୍ଡ ପାଇଥିବା ପ୍ରଥମ ଓଡ଼ିଆ
ଜୟୀ ରାଜଗୁରୁ
ସ୍ବାଧୀନତା ଆନ୍ଦୋଳନରେ ଦୀପାନ୍ତର ଦଣ୍ଡ ଭୋଗିଥିବା ପ୍ରଥମ ଓଡ଼ିଆ
କୃତ୍ତିବାସ ପାଟ୍ଟଶାଣୀ
ପ୍ରଥମ ଓଡ଼ିଆ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି
ଜଷ୍ଟିସ୍ ରଙ୍ଗନାଥ ମିଶ୍ର
ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି
ଜଷ୍ଟିସ୍ ରଙ୍ଗନାଥ ମିଶ୍ର
ପ୍ରଥମ ଓଡ଼ିଆ କବି
ସିଦ୍ଧେଶ୍ବର ପରିଡ଼ା (ସାରଳା ଦାସ)
ପ୍ରଥମ ଓଡ଼ିଆ ଔପନ୍ୟାସିକ
ରମେଶ ଚନ୍ଦ୍ର ସରକାର
ପ୍ରଥମ ଓଡ଼ିଆ ନାଟ୍ୟକାର
ଜଗମୋହନ ଲାଲା
ପ୍ରଥମ ଓଡ଼ିଆ ସମ୍ପାଦିକ
ରେବା ରାୟ
ପ୍ରଥମ ଓଡ଼ିଆ ଆକାଶବାଣୀ ସମ୍ବାଦ ପାଠକ
ନାଟ୍ୟକାର ମନୋରଞ୍ଜନ ଦାସ
ପ୍ରଥମ ଓଡ଼ିଆ ସମାଲୋଚକ
ଲାଲା ରାମନାରାୟଣ ରାୟ
ପ୍ରଥମ ଓଡ଼ିଆ ପ୍ରାବନ୍ଧିକ
କବିବର ରାଧାନାଥ ରାୟ
ପ୍ରଥମ ଓଡ଼ିଆ ମଲ୍ଲଯୋଦ୍ଧା
ପଦ୍ମଚରଣ ପଟ୍ଟନାୟକ
ପ୍ରଥମ ଓଡ଼ିଆ ବୈୟାକରଣିକ
ମୃତ୍ୟୁଞ୍ଜୟ ବିଦ୍ୟାଳଙ୍କାର
ପ୍ରଥମ ଓଡ଼ିଆ ଆନ୍ତର୍ଜାତିକ ଅମ୍ପାୟାର
ସୁବ୍ରତ ଦାସ
ପ୍ରଥମ ଓଡ଼ିଆ ଆଧୁନିକ ରଙ୍ଗମଞ୍ଚ ପ୍ରତିଷ୍ଠାତା
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ପ୍ରଥମ ଓଡ଼ିଆ ପଦ୍ମଭୂଷଣ ସମ୍ମାନିତ
କାଳିନ୍ଦୀ ଚରଣ ପାଣିଗ୍ରାହୀ
ପ୍ରଥମ ଓଡ଼ିଆ ଜ୍ୟୋତିର୍ବିଦ
ସାମନ୍ତ ଚନ୍ଦ୍ରଶେଖର (ସଦ୍ଧାନ୍ତ ଦର୍ପଣ)
ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ
ମୋହନ ସୁନ୍ଦର ସୁବୁଦ୍ଧି
ପ୍ରଥମ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ରର ନିର୍ଦେଶକ
ପ୍ରଶାନ୍ତ ନନ୍ଦ
ପ୍ରଥମ ଓଡ଼ିଆ ଆନ୍ତର୍ଜାତିକସ୍ତରରେ ପୁରସ୍କୃତ ଚଳଚ୍ଚିତ୍ର ନିର୍ଦେଶକ
ନୀରୋଦ ମହାପାତ୍ର (ମାୟା ମିରିଗ)
ପ୍ରଥମ ଓଡ଼ିଆ ଆନ୍ତର୍ଜାତିକସ୍ତରରେ ପୁରସ୍କୃତ ଚଳଚ୍ଚିତ୍ର
ମାୟା ମିରିଗ
ପ୍ରଥମ ଓଡ଼ିଆ ବ୍ୟାଡ଼ମିଣ୍ଟନ ଚମ୍ପିଆନ
ସନତ୍ ମିଶ୍ର (ଇଂଲଣ୍ଡରେ)
ପ୍ରଥମ ଓଡ଼ିଆ ବେତାର ଅଭିନେତା
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
ପ୍ରଥମ ଓଡ଼ିଆ ସର୍ବାଧିକକାଳ ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ
ପ୍ରଥମ ଓଡ଼ିଆ ସମ୍ପାଦକ
ଗୌରୀଶଙ୍କର ରାୟ
ପ୍ରଥମ ଓଡ଼ିଆ ପତ୍ରିକା
ଜ୍ଞାନାରୁଣ (୧୧୮୪୮-୪୯)
ପ୍ରଥମ ଓଡ଼ିଆ ସମ୍ବାଦପତ୍ର
ଉତ୍କଳ ଦୀପିକା
ପ୍ରଥମ ଓଡ଼ିଆ ମହିଳା ପତ୍ରିକା
ଆଶା
ପ୍ରଥମ ଓଡ଼ିଆ ଛାପାଖାନା
ଉତ୍କଳ ପ୍ରିଣ୍ଟିଂ କମ୍ପାନୀ
ପ୍ରଥମ ଓଡ଼ିଆ କାବ୍ୟ
ମହାଭାରତ
ପ୍ରଥମ ଓଡ଼ିଆ ଉପନ୍ୟାସ
ପଦ୍ମାମାଳୀ
ପ୍ରଥମ ଓଡ଼ିଆ ନାଟକ
ବାବାଜୀ
ପ୍ରଥମ ଓଡ଼ିଆ ଗଳ୍ପ
ରେବତୀ, ଲଛମନିଆ
ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର
ସୀତା ବିବାହ (୧୯୩୫)
ପ୍ରଥମ ଓଡ଼ିଆ ସିନେମା ହଲ୍
ଏସଏସଭିଟି, ବ୍ରହ୍ମପୁର (୧୯୨୭)
ପ୍ରଥମ ଓଡ଼ିଆ ରଙ୍ଗୀନ ଚଳଚ୍ଚିତ୍ର
ଗପ ହେଲେ ବି ସତ
ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର (ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ)
ଶ୍ରୀ ଲୋକନାଥ
ପ୍ରଥମ ରେଡିଓ ଷ୍ଟେସନ
ଆକାଶବାଣୀ, କଟକ (୧୯୪୮)
ପ୍ରଥମ ଦୂରଦର୍ଶନ କେନ୍ଦ୍ର
ସମ୍ବଲପୁର
ପ୍ରଥମ ଆଧୁନିକ ନାଟ୍ୟାନୁଷ୍ଠାନ
ଓଡ଼ିଶା ଥିଏଟର୍ସ
ପ୍ରଥମ ଉଚ୍ଚ ବିଦ୍ୟାଳୟ
ରେଭେନ୍ସା କଲିଜିଏଟ ସ୍କୁଲ (କଟକ)
ପ୍ରଥମ ମହାବିଦ୍ୟାଳୟ
ରେଭେନ୍ସା ମହାବିଦ୍ୟାଳୟ (କଟକ)
ପ୍ରଥମ ମହିଳା ମହାବିଦ୍ୟାଳୟ
ଶୈଳବାଳା ମହିଳା ମହାବିଦ୍ୟାଳୟ (କଟକ)
ପ୍ରଥମ ଭେଷଜ ମହାବିଦ୍ୟାଳୟ
ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ (କଟକ)
ପ୍ରଥମ ଆଇନ ମହାବିଦ୍ୟାଳୟ
ମଧୁସୂଦନ ଆଇନ ମହାବିଦ୍ୟାଳୟ (କଟକ)
ପ୍ରଥମ ଇଞ୍ଜିନିୟରିଂ ସ୍କୁଲ
କଟକ ଇଞ୍ଜିନିୟରିଂ କଲେଜ (ବୁର୍ଲା, ସମ୍ବଲପୁର)
ପ୍ରଥମ ଶିକ୍ଷକ ତାଲିମ୍ ବିଦ୍ୟାଳୟ
କଟକ ନର୍ମାଲ ସ୍କୁଲ (କଟକ)
ପ୍ରଥମ ଶିକ୍ଷକ ତାଲିମ ମହାବିଦ୍ୟାଳୟ
ରାଧାନାଥ ଟ୍ରେନିଂ କଲେଜ (କଟକ)
ପ୍ରଥମ ମହିଳା ଶିକ୍ଷକ ତାଲିମ ମହାବିଦ୍ୟାଳୟ
ନଳନୀ ଦେବୀ ପ୍ରଶିକ୍ଷଣ ମହାବିଦ୍ୟାଳୟ (ଭୁବନେଶ୍ବର)
ପ୍ରଥମ ହିନ୍ଦୀ ଟ୍ରେନିଂ କଲେଜ
ହିନ୍ଦୀ ଟ୍ରେନିଂ କଲେଜ (କଟକ)
ପ୍ରଥମ ବୃହତ୍ତମ ଉଚ୍ଚ ବିଦ୍ୟାଳୟ (ବିଦ୍ୟାର୍ଥୀ ଅନୁପାତ)
ରାଣୀହାଟ ଉଚ୍ଚ ବିଦ୍ୟାଳୟ (କଟକ)
ପ୍ରଥମ ଶିଶୁ ସାହିତ୍ୟ ପତ୍ରିକା
‘ପ୍ରଭାତ’ (୧୯୦୧)
‘
ପ୍ରଥମ ଓଡ଼ିଆ ଦୈନିକ ସାହିତ୍ୟ ପତ୍ରିକା
ଗାନ୍ଧୀ ସମାଚାର
ପ୍ରଥମ ରାଜପଥ
ଜଗନ୍ନାଥ ସଡ଼କ
ପ୍ରଥମ ସାମୁଦ୍ରିକ ବନ୍ଦର
ଚାନ୍ଦବାଲି
ପ୍ରଥମ ବୃହତ୍ ସାମୁଦ୍ରିକ ବନ୍ଦର
ପାରାଦ୍ବୀପ
ପ୍ରଥମ ବୃହତ୍ ବିମାନ ବନ୍ଦର
ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର (ଭୁବନେଶ୍ବର)
ପ୍ରଥମ ଖେଳ ପଡ଼ିଆ
ବାରବାଟୀ ଷ୍ଟାଡିୟମ (କଟକ)
ପ୍ରଥମ ନଦୀବନ୍ଧ
ହୀରାକୁଦ (ସମ୍ବଲପୁର)
ପ୍ରଥମ ବୃହତ୍ ଲୌହ ଇସ୍ପାତ କାରଖାନା
ରାଉରକେଲା ଷ୍ଟିଲ ପ୍ଲାଣ୍ଟ
ପ୍ରଥମ ସିମେଣ୍ଟ କାରଖାନା
ରାଜଗାଙ୍ଗପୁର (ସୁନ୍ଦରଗଡ଼)
ପ୍ରଥମ କାଗଜ କଳ
ବ୍ରଜରାଜନଗର (ସମ୍ବଲପୁର)
ପ୍ରଥମ ସାର କାରଖାନା
ତାଳଚେର (ଅନୁଗୋଳ)
ପ୍ରଥମ ଲୁଗାକଳ
ଚୌଦ୍ବାର ଟେକ୍ସଟାଇଲ ମିଲ୍ (କଟକ)
ପ୍ରଥମ ଚିନି କାରଖାନା
ଆସ୍କା (ଗଞ୍ଜାମ)
ପ୍ରଥମ ଦ୍ରୁତଗାମୀ ରେଳଗାଡ଼ି
କୋଣାର୍କ ଏକ୍ସପ୍ରେସ
ପ୍ରଥମ ମହିଳା ବ୍ୟାଙ୍କ
ବ୍ରହ୍ମପୁର (ଭାରତରେ ଦ୍ବିତୀୟ)
Back to main page
© 2026. All right reserved.