ମହି : 1. ପୃଥିବୀ; ଧରଣୀ (The earth) 2. ଭୂମି (The ground) 3. ଖଟା ଦହି (Foetid curd)
ମହୀ (ମହିର ଅନ୍ୟରୂପ): 1. ପୃଥିବୀ; ଧରଣୀ (The earth)
ବି.ଦ୍ର.: ପୃଥିବୀ (ସ୍ତ୍ରୀ ଲିଙ୍ଗ) ହୋଇଥିବାରୁ ମହୀ (ୀ) ଲେଖିବା ବିଦିତ। ତେବେ ମହିମଣ୍ଡଳ, ମହିପୁର ଆଦିରେ ( ି ) ଲେଖା ଯାଇପାରେ।
© 2025. All right reserved.