ରୁପା : 1. ରଜତ; ରୌପ୍ୟ ଧାତୁ (Silver) 2. ରୌପ୍ୟ ନିର୍ମିତ (Made of silver)
ରୂପା : (ରୁପାର ଅନ୍ୟ ରୂପ) 1. ଶୁକ୍ଳବର୍ଣ୍ଣ ଧାତୁ ବିଶେଷ; ରୌପ୍ୟ; ଚାନ୍ଦି (Silver; Argentum) 2. ମିଶା ରୂପା (Mixed silver) 3. ନାମ ବିଶେଷ (Name of the person)
© 2025. All right reserved.