Similar Word: Result Page 1
Back
ଅନୁଦିତ <> ଅନୂଦିତ
ଅନୁଦିତ :
- ଅପ୍ରକାଶିତ; ଉଦିତ ହୋଇ ନ ଥିବା Not risen.
- ଅନୁକ୍ତ Not uttered; not pronounced.
- ଯାହା ଦୃଷ୍ଟିଗୋଚର ହୋଇ ନାହିଁ Not yet appeared.
ଅନୂଦିତ :
- ପଶ୍ଚାତକଥିତ Spoken after.
- ଭାଷାନ୍ତରିତ; ତର୍ଜମା କରାଯାଇଥିବା Translated.